Advertisment

ଆଜି ଯୁକ୍ତଦୁଇ କଳା ବିଭାଗର ଇଂରାଜୀ ପରୀକ୍ଷା

ଭୁବନେଶ୍ୱର: ଆଜି ଯୁକ୍ତଦୁଇ ପରୀକ୍ଷାରେ କଳା ବିଭାଗର ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେବେ। ପରୀକ୍ଷା ବେଳେ ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଅଧିକାଂଶ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଜଗିଛି। ଯେଉଁଠି ସିସିଟିଭି ନାହିଁ, ସେଠାରେ ବିଶୃଙ୍ଖଳା ରୋକିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ପରୀକ୍ଷା ପରିଚାଳନାରେ ତ୍ରୁଟି କିମ୍ବା ଅନ୍ୟ କୌଣସି ଅବ୍ୟବସ୍ଥା ପରିଲକ୍ଷିତ ହେଲେ ଅଭିଯୋଗ ଜଣାଇବା ଲାଗି ସିଏଚ୍‌ଏସ୍‌ଇ […]

ଆଜି ଯୁକ୍ତଦୁଇ କଳା ବିଭାଗର ଇଂରାଜୀ ପରୀକ୍ଷା

exam

Advertisment

ଭୁବନେଶ୍ୱର: ଆଜି ଯୁକ୍ତଦୁଇ ପରୀକ୍ଷାରେ କଳା ବିଭାଗର ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପରୀକ୍ଷା ଦେବେ। ପରୀକ୍ଷା ବେଳେ ଯେପରି ପ୍ରଶ୍ନପତ୍ର ଲିକ୍ ନହୁଏ, ସେଥିପାଇଁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରିଛି। ଅଧିକାଂଶ ପରୀକ୍ଷା କେନ୍ଦ୍ରକୁ ସିସିଟିଭି ଜଗିଛି। ଯେଉଁଠି ସିସିଟିଭି ନାହିଁ, ସେଠାରେ ବିଶୃଙ୍ଖଳା ରୋକିବାକୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ପରୀକ୍ଷା ପରିଚାଳନାରେ ତ୍ରୁଟି କିମ୍ବା ଅନ୍ୟ କୌଣସି ଅବ୍ୟବସ୍ଥା ପରିଲକ୍ଷିତ ହେଲେ ଅଭିଯୋଗ ଜଣାଇବା ଲାଗି ସିଏଚ୍‌ଏସ୍‌ଇ ପକ୍ଷରୁ ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ