Advertisment

କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ

ଭୁବନେଶ୍ୱର : ସୂର୍ଯ୍ୟୋପରାଗ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ତେଣୁ ପରୋକ୍ଷରେ କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ ବତାଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିମ୍ ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।  ୧-ଘରେ ବ୍ୟବହାର ହେଉଥିବା ସାଧାରଣ ଦର୍ପଣ ନିଅନ୍ତୁ । ୨-ଏକ କଳା କାଗଜକୁ […]

author-image
Pradesh Pratyush
କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ

solar

ଭୁବନେଶ୍ୱର : ସୂର୍ଯ୍ୟୋପରାଗ ଦେଖିବା ଲାଗି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟୋରିୟମ୍ ଏବଂ ବୁର୍ଲା ଏପିଜେ ଅବଦୁଲ କଲାମ ପ୍ଲାନେଟୋରିୟମ୍‌ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ଖାଲି ଆଖିରେ ସୂର୍ଯ୍ୟପରାଗ ଦେଖିବାକୁ ବାରଣ କରାଯାଇଛି । ତେଣୁ ପରୋକ୍ଷରେ କେମିତି ସୂର୍ଯ୍ୟପରାଗକୁ ଉପଭୋଗ କରିହେବ ସେ ନେଇ ସରଳ ଉପାୟ ବତାଇଛନ୍ତି ପଠାଣି ସାମନ୍ତ ପ୍ଲାନେଟାରିମ୍ ଉପ-ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ ।

Advertisment

publive-image ୧-ଘରେ ବ୍ୟବହାର ହେଉଥିବା ସାଧାରଣ ଦର୍ପଣ ନିଅନ୍ତୁ ।

୨-ଏକ କଳା କାଗଜକୁ କାଟି ଦର୍ପଣ କାଚ ସମାନ ପ୍ରସ୍ତୁତ କରନ୍ତୁ।

୩- ସେହି କଳା କାଗଜରେ ଏକ ଛୋଟ କଣା କରନ୍ତୁ।

୪-ଦର୍ପଣକୁ ସମ୍ପୂର୍ଣ୍ଣ କାଗଜ ଘୋଡ଼ାଇ ସୂର୍ଯ୍ୟ ଆଡ଼କୁ ଦେଖାନ୍ତୁ।

୫-ଦର୍ପଣରୁ ଆସୁଥିବା ପ୍ରତିବିମ୍ବକୁ ଏକ ଅନ୍ଧାରିଆ ଘର କାନ୍ଥକୁ ପକାନ୍ତୁ।

୬-ପ୍ରତିବିମ୍ବରେ ସୂର୍ଯ୍ୟପରାଗକୁ ଉପଭୋଗ କରିହେବ।

Advertisment
Advertisment