Advertisment

କପିଳାସ ଚିଡ଼ିଆଖାନାରେ ରଖାଯିବ ବାଘ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ ବାଘ ଭଳି ମାଂସାଶୀ ପ୍ରାଣୀ ରଖିବାକୁ ପ୍ରସ୍ତାବ । ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି, ଏହି ଚିଡ଼ିଆଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ । କପିଳାସ ଚିଡ଼ିଆଖାନା ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଏହି ସୂଚନା ଦେଇଛନ୍ତି।  ଚିଡ଼ିଆଖାନାରେ ସବୁ ଜୀବଜନ୍ତୁଙ୍କ ରହିବାର ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣର ସମୀକ୍ଷା କରି ମୂଲ୍ୟାୟନ କରିଛି ଏହି ଟିମ୍ । କପିଳାସ […]

author-image
Pradesh Pratyush
କପିଳାସ ଚିଡ଼ିଆଖାନାରେ ରଖାଯିବ ବାଘ

zoo

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କପିଳାସ ଚିଡ଼ିଆଖାନାରେ ବାଘ ଭଳି ମାଂସାଶୀ ପ୍ରାଣୀ ରଖିବାକୁ ପ୍ରସ୍ତାବ । ଏହାର ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯିବ ବୋଲି କହିଛନ୍ତି, ଏହି ଚିଡ଼ିଆଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ର ଚିଡ଼ିଆଖାନା କର୍ତ୍ତୃପକ୍ଷ ।

Advertisment

କପିଳାସ ଚିଡ଼ିଆଖାନା ପରିଦର୍ଶନ ପରେ କେନ୍ଦ୍ରୀୟ ଟିମ୍‌ର ସଦସ୍ୟ ଏହି ସୂଚନା ଦେଇଛନ୍ତି।  ଚିଡ଼ିଆଖାନାରେ ସବୁ ଜୀବଜନ୍ତୁଙ୍କ ରହିବାର ବ୍ୟବସ୍ଥା, ସ୍ୱଚ୍ଛତା ଓ ସୌନ୍ଦର୍ଯ୍ୟକରଣର ସମୀକ୍ଷା କରି ମୂଲ୍ୟାୟନ କରିଛି ଏହି ଟିମ୍ । କପିଳାସ ଚିଡ଼ିଆଖାନାରେ ଏବେ ବିଭିନ୍ନ ପ୍ରକାର ଜୀବଜନ୍ତୁ ଓ ପକ୍ଷୀ ରହିଛନ୍ତି ।

ହାତୀ ଉଦ୍ଧାର କେନ୍ଦ୍ରରେ ୫ଟି ହାତୀ ମଧ୍ୟ ଅଛନ୍ତି । ଏହି ଚିଡ଼ିଆଖାନା ପରିଦର୍ଶନରେ ଆସିଥିବା କେନ୍ଦ୍ରୀୟ ଟିମ୍‌ରେ ଅଛନ୍ତି ଝାଡ଼ଖଣ୍ଡ ବନ୍ୟପ୍ରାଣୀ ବିଭାଗର ଅବସରପ୍ରାପ୍ତ ପିସିସିଏଫ୍ ପ୍ରଦୀପ କୁମାର ଓ ଦିଲ୍ଲୀ ଚିଡ଼ିଆଖାନାର କ୍ୟୁରେଟର ଡକ୍ଟର ଏ.କେ. ମଲହୋତ୍ରା ।

Advertisment
Advertisment
Advertisment