Advertisment

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ପୁରୀ: ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଅାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ୬୦% ଟିକେଟ ଅନ୍‌ଲାଇନ୍‌ରେ, ୩୫% କାଉଣ୍ଟରରେ ଏବଂ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ନିଅାଯାଇଛି। ମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲ୍ଡ ସ୍କିମ୍‌ରେ ବ୍ୟାଙ୍କରେ ରହିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।  ଲକରରେ ରଖିଲେ […]

author-image
Pradesh Pratyush
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

puri--1

ପୁରୀ: ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଭିତରକାଠରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ହେବ ଟିକେଟ ବ୍ୟବସ୍ଥା। ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଅାଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି  ୬୦% ଟିକେଟ ଅନ୍‌ଲାଇନ୍‌ରେ, ୩୫% କାଉଣ୍ଟରରେ ଏବଂ ବାକି ୫% ଦର୍ଶନୀ ଟିକେଟ ମୁଖ୍ୟ ପ୍ରଶାସକଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ନିଅାଯାଇଛି।

Advertisment

ମନ୍ଦିରକୁ ମିଳୁଥିବା ଦାନ ସୁନା ଗୋଲ୍ଡ ସ୍କିମ୍‌ରେ ବ୍ୟାଙ୍କରେ ରହିବ ବୋଲି ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି।  ଲକରରେ ରଖିଲେ ସୁଧ ମିଳୁନଥିବାବେଳେ ସ୍କିମରେ ୨.୫% ସୁଧ ମିଳିବ ଲକ୍ଷ୍ୟରେ ଏହି ନିଷ୍ପତ୍ତି ନିଅାଯାଇଥିବା ବୈଠକ ପରେ ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।

Advertisment
Advertisment