Advertisment

ହୋଲି ଖେଳି ଗାଧୋଇବାକୁ ଯାଇ ବୁଡ଼ିଗଲେ ବାପା ଓ ପୁଅଝିଅ

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଠେଲକୁଲିରେ ନଦୀରେ ବୁଡ଼ିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜୁ ପାଶ୍ୱାନ, ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶ୍ୱାନ। ରାଜୁଙ୍କ ଘର ବିହାରର ବନାହି ଗାଁରେ। ଗତକାଲି ରାଜୁ ଓ ତାଙ୍କ ପୁଅ ଝିଅ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ନଫେରିବାରୁ ପରିବାର ଲୋକେ ଠେଲକୁଲି ଥାନାରେ ଅଭିଯୋଗ କରିଥିଲେ। […]

ହୋଲି ଖେଳି ଗାଧୋଇବାକୁ ଯାଇ ବୁଡ଼ିଗଲେ ବାପା ଓ ପୁଅଝିଅ

drowning

Advertisment

ସମ୍ୱଲପୁର(ସଞ୍ଜୟ ଜେନା): ସମ୍ବଲପୁର ଠେଲକୁଲିରେ ନଦୀରେ ବୁଡ଼ିଯାଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାଜୁ ପାଶ୍ୱାନ, ୮ ବର୍ଷର ପୁଅ ବାଦଲ ଓ ୭ ବର୍ଷର ଝିଅ ଶୁଭା ପାଶ୍ୱାନ।

Advertisment

ରାଜୁଙ୍କ ଘର ବିହାରର ବନାହି ଗାଁରେ।

ଗତକାଲି ରାଜୁ ଓ ତାଙ୍କ ପୁଅ ଝିଅ ହୋଲି ଖେଳି ସାରିବା ପରେ ଖେରୁଆଲ ନଦୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ସନ୍ଧ୍ୟା ଯାଏ ନଫେରିବାରୁ ପରିବାର ଲୋକେ ଠେଲକୁଲି ଥାନାରେ ଅଭିଯୋଗ କରିଥିଲେ।

ଆଜି ସକାଳେ ଦମକଳବାହିନୀ ସହାୟତାରେ ୩ ଜଣଙ୍କ ମୃତଦେହ ନଦୀରୁ ଉଦ୍ଧାର କରାଯାଇଛି। ଏନେଇ ପୁଲିସ୍‌ ଅପମୃତ୍ୟୁ ମାମଲା ରୁଜୁ କରିଛି।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ