Advertisment

ସ୍କାନରରେ ସକିଲ୍‌ର ତୃତୀୟ ଗର୍ଲଫ୍ରେଣ୍ଡ

କଟକ : ସ୍କାନରରେ ସକିଲ୍‌ର ତୃତୀୟ ଗର୍ଲଫ୍ରେଣ୍ଡ। କଟକରେ ଜଣେ ବ୍ୟବସାୟୀଙ୍କୁ ବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ସକିଲର ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜା ଚାଲିଛି।  ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜୁଛି କମିଶନରେଟ ପୁଲିସ । କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକିଲର ତୃତୀୟ ଗର୍ଲଫ୍ରେଣ୍ଡ ଅଛି, ତାକୁ ଖୋଜା ଚାଲିଛି। ଗିରଫ ୨ ଗର୍ଲଫ୍ରେଣ୍ଡ ସକିଲର ନେଟୱର୍କ ପରିଚାଳନା କରୁଥିଲେ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି […]

author-image
Pradesh Pratyush
ସ୍କାନରରେ ସକିଲ୍‌ର ତୃତୀୟ ଗର୍ଲଫ୍ରେଣ୍ଡ

sakil girl friend

କଟକ : ସ୍କାନରରେ ସକିଲ୍‌ର ତୃତୀୟ ଗର୍ଲଫ୍ରେଣ୍ଡ। କଟକରେ ଜଣେ ବ୍ୟବସାୟୀଙ୍କୁ ବଟି ଆଦାୟ ମାମଲାରେ ଗ୍ୟାଙ୍ଗଷ୍ଟର ସକିଲର ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜା ଚାଲିଛି।  ତୃତୀୟ ଗାର୍ଲଫ୍ରେଣ୍ଡକୁ ଖୋଜୁଛି କମିଶନରେଟ ପୁଲିସ ।

Advertisment

କଟକ ଡିସିପି ଅଖିଳେଶ୍ୱର ସିଂହଙ୍କ ପ୍ରେସମିଟ୍‌ରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ସକିଲର ତୃତୀୟ ଗର୍ଲଫ୍ରେଣ୍ଡ ଅଛି, ତାକୁ ଖୋଜା ଚାଲିଛି। ଗିରଫ ୨ ଗର୍ଲଫ୍ରେଣ୍ଡ ସକିଲର ନେଟୱର୍କ ପରିଚାଳନା କରୁଥିଲେ । ଚୌଦ୍ୱାର ଜେଲ କର୍ତ୍ତୃପକ୍ଷଙ୍କୁ ପୁଲିସ ପକ୍ଷରୁ ଚିଠି କରାଯାଇଛି। ସକିଲର କାର୍ଯ୍ୟକଳାପ ପ୍ରତି ନଜର ରଖିବାକୁ ଚିଠି ଲେଖିଛୁ । ଜେଲର ଅନ୍ୟ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ବିଷୟରେ ମଧ୍ୟ ଲେଖିଛୁ।

Advertisment
Advertisment