/odishatv-khabar/media/post_attachments/uploadimage/library/16_9/16_9_0/snake-4_1626756411.jpg)
snake
କଟକ: ଗୋଟିଏ ସ୍ଥାନରୁ ୧୯ଟି ନାଗ ଛୁଆଙ୍କୁ ଉଦ୍ଧାର କରାଯାଇଛି। କଟକ ମାହାଙ୍ଗା ଉଷୁମା ଗାଁର ପ୍ରମୋଦ ପଣ୍ଡାଙ୍କ ଘରୁ ଉଦ୍ଧାର ହୋଇଛି ନାଗ ଛୁଆ। ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ଗାଁରେ ପହଞ୍ଚି ସାପ ଉଦ୍ଧାର କରିଛନ୍ତି।
Advertisment
ଖବର ଅନୁଯାୟୀ, ପ୍ରଥମେ ଦୁଇ ତିନଟି ନାଗ ଛୁଆ ଘରୁ ବାହାରିବାର ଦେଖିଥିଲେ ପରିବାର ଲୋକେ । ପରେ ସେହି ସ୍ଥାନକୁ ସଫା କରାଯିବା ପରେ ଏକ ଗାତରୁ ୧୯ଟି ନାଗ ଛୁଆ ମିଳିଛି। ଉଦ୍ଧାର ପରେ ସମସ୍ତ ସାପ ଛୁଆଙ୍କୁ ଜଙ୍ଗଲରେ ଛଡ଼ାଯାଇଛି। ଗତ ବର୍ଷ ମଧ୍ୟ ପ୍ରମୋଦଙ୍କ ଭାଇଙ୍କ ଘରୁ ୨୨ଟି ନାଗ ଛୁଆ ଉଦ୍ଧାର ହୋଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)