/odishatv-khabar/media/media_files/2026/02/27/tension-escalates-at-public-hearing-2026-02-27-17-24-40.jpg)
ଜନଶୁଣାଣି ବେଳେ ହାତାହାତି; ଲାଠି ଚାଳନା କଲା ପୋଲିସ Photograph: (OTV)
ବାଲେଶ୍ବର ଜିଲ୍ଲା ଜଳେଶ୍ବରରେ ଜନଶୁଣାଣି ବେଳେ ଦୁଇ ଗୋଷ୍ଠୀ ହାତାହାତି । ମହମ୍ମଦ ନଗର ପାଟଣା ପଞ୍ଚାୟତ ଶେକସରାଇରେ ଗଣ୍ଡଗୋଳ । ବାଲି ଖାଦାନ ଲିଜ୍ କୁ ନେଇ ବିପକ୍ଷ ଓ ସପକ୍ଷବାଦୀ ମୁହାଁମୁହିଁ ହୋଇଛନ୍ତି ।
Advertisment
ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜନଶୁଣାଣି ବେଳେ ଉତ୍ତେଜନା ଦେଖାଦେଇଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ମୃଦୁ ଲାଠି ଚାଳନା କଲା ପୋଲିସ । ଦୀର୍ଘ ୧୦ ବର୍ଷ ପରେ ଜନଶୁଣାଣିକୁ ନେଇ ଲୋକେ ପ୍ରଶ୍ନ ଉଠାଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)