/odishatv-khabar/media/post_attachments/uploadimage/library/16_9/16_9_0/teacher-death_1626686516.jpg)
teacher death
ଭୁବନେଶ୍ୱର : ଆନ୍ଦୋଳନ କରିବାକୁ ଆସି ଜୀବନ ହାରିଲେ ଶିକ୍ଷକ। ଲୋଅର ପିଏମ୍ଜିରେ ଧାରଣା ଦେଇଥିବା ଅବସ୍ଥାରେ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଶିକ୍ଷକ ଜଣକ ହେଲେ ମୟୂରଭଂଜର ନିରଂଜନ ବାରିକ।
Advertisment
ମୟୂରଭଂଜର ନିରଂଜନ OTET ପରୀକ୍ଷାର ପୁନଃମୂଲ୍ୟାୟନ ଦାବି କରି ଲୋଅର ପିଏମ୍ଜିରେ ଧାରଣା ଦେଇଥିଲେ। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିବାଦ କରିଛନ୍ତି ଆନ୍ଦୋଳନ କରୁଥିବା ନିରଂଜନଙ୍କ ଅନ୍ୟ ସହକର୍ମୀ । ପୁନଃମୂଲ୍ୟାୟନ ନେଇ ଦାବି ପୂରଣ ନହେଲେ ନିରଂଜନଙ୍କ ଭଳି ସେମାନେ ମଧ୍ୟ ଜୀବନ ହାରିବେ ବୋଲି ଚେତାବନୀ ଦେଇଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)