Advertisment

ଅନ୍ଧବିଶ୍ୱାସର କୁପରିଣତି : ପୁଅକୁ ମନ୍ଦିରରେ ଛାଡିଲେ ବାପାମାଆ

ନୟାଗଡ଼  : ଯେତେ ସଚେତନତା କରାଗଲେ କି ସୂଚନା ଦିଆଗଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟୁନାହିଁ । ଫଳରେ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁରେ। ପୁଅକୁ ମନ୍ଦିରରେ ଛାଡି ଚାଲିଯାଇଛନ୍ତି ତାର ବାପାମାଆ। ଏପରିକି ମନ୍ଦିରରୁ ନବାହାରିବା ପାଇଁ ତାଗିଦ୍ ବି କରିଛନ୍ତି । ୭ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ବାଳକ ଯାହାକୁ ଛୁଇଁଦେଉଛି, ତା ଦେହରେ ମଳ […]

author-image
Pradesh Pratyush
ଅନ୍ଧବିଶ୍ୱାସର କୁପରିଣତି : ପୁଅକୁ ମନ୍ଦିରରେ ଛାଡିଲେ ବାପାମାଆ

son

ନୟାଗଡ଼  : ଯେତେ ସଚେତନତା କରାଗଲେ କି ସୂଚନା ଦିଆଗଲେ ବି ଲୋକଙ୍କ ମନରୁ ଅନ୍ଧବିଶ୍ୱାସ ହଟୁନାହିଁ । ଫଳରେ ସମାଜରେ ନାନା ବିଶୃଙ୍ଖଳା ସୃଷ୍ଟି ହେଉଛି। ଏମିତି ଏକ ଆଶ୍ଚର୍ଯ୍ୟକର ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଡିହଗାଁରେ।

Advertisment

ପୁଅକୁ ମନ୍ଦିରରେ ଛାଡି ଚାଲିଯାଇଛନ୍ତି ତାର ବାପାମାଆ। ଏପରିକି ମନ୍ଦିରରୁ ନବାହାରିବା ପାଇଁ ତାଗିଦ୍ ବି କରିଛନ୍ତି । ୭ମ ଶ୍ରେଣୀରେ ପାଠ ପଢୁଥିବା ଜଣେ ବାଳକ ଯାହାକୁ ଛୁଇଁଦେଉଛି, ତା ଦେହରେ ମଳ ବା ବିଷ୍ଠା ଲାଗିଯାଉଥିବା ଗାଁଲୋକେ କହୁଛନ୍ତି।

publive-imageକେବଳ ଏତିକି ନୁହେଁ, ବରଂ ଲୁଗାପଟା, ବହିଖାତା ଯାହାକୁ ସେ ଧରୁଛି, ସେଥିରେ କୁଆଡ଼େ ବିଷ୍ଠା ଲାଗିଯାଉଛି । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ପିଲାଟିକୁ ଗାଁ ମନ୍ଦିରରେ ଛାଡି ଆସିଛନ୍ତି।

Advertisment

ପୁରା ଅଂଚଳରେ ଏହି ଘଟଣା ଏବେ ଚର୍ଚ୍ଚା ପାଲଟିଛି। ଅନ୍ୟପଟେ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ହେତୁବାଦୀ ।

Advertisment
Advertisment