/odishatv-khabar/media/post_attachments/uploadimage/library/16_9/16_9_0/congress-123_1626760362.jpg)
congress
ଭୁବନେଶ୍ୱର: ଟିକେଟ୍ ବଣ୍ଟନକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ବର୍ଷିଛନ୍ତି।
Advertisment
ସୁମିତ୍ରା ଜେନା କହିଛନ୍ତି,“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ତାଙ୍କ ପୁଅ ଶକୁନି ରୋଲ କରୁଛନ୍ତି। ଉଭୟ ବାପ-ପୁଅ ବ୍ୟାବସାୟିକ ଡିଲ୍ କରୁଛନ୍ତି। କଂଗ୍ରେସ ପକ୍ଷରୁ ମଦ ବ୍ୟବସାୟୀ ଓ ଖଣି ମାଫିଆଙ୍କୁ ଟିକେଟ୍ ଦିଆଯାଇଛି। ମେ’ ୨୩ରେ ପିସିସି ସଭାପତି ଏହାର ଜବାବ ପାଇବେ। କଂଗ୍ରେସ ୫/୬ଟି ସିଟ୍ ପାଇବ। ପିସିସି ସଭାପତି ମହିଳାଙ୍କ ଲୁହରେ ଭାସିଯିବେ।”
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)