Advertisment

ଆଜି ହନୁମାନ ଜୟନ୍ତୀ: ବିଭିନ୍ନ ସହରରେ ବାହାରିବ ଆଖଡ଼ା ଶୋଭାଯାତ୍ରା

ଭୁବନେଶ୍ୱର: ଆଜି ହନୁମାନ ଜୟନ୍ତୀ। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ହନୁମାନ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିଛି। ଲୋକେ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି। ବିଶେଷ କରି ସମ୍ବଲପୁର, ବ୍ରହ୍ମପୁର ସହର ଉତ୍ସବମୁଖର ହୋଇ ଉଠିଛି। ବ୍ରହ୍ମପୁର ସହରର ରାମଲିଙ୍ଗା ଟ୍ୟାଙ୍କ ରୋଡ୍, ହିଲପାଟଣା ସମେତ ବିଭିନ୍ନ ହନୁମାନ ମନ୍ଦିରରେ ଧୁମ୍ ଧାମରେ ହନୁମାନ ଜୟନ୍ତୀ ପାଳନ ହେଉଛି। ସେହିପରି ସମ୍ବଲପୁରର ବିଭିନ୍ନ ପଡାରୁ ଆଜି ଆଖଡା ଶୋଭାଯାତ୍ରା […]

ଆଜି ହନୁମାନ ଜୟନ୍ତୀ: ବିଭିନ୍ନ ସହରରେ ବାହାରିବ ଆଖଡ଼ା ଶୋଭାଯାତ୍ରା 

Jayanti

Advertisment

ଭୁବନେଶ୍ୱର: ଆଜି ହନୁମାନ ଜୟନ୍ତୀ। ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡ଼ିଛି। ବିଭିନ୍ନ ହନୁମାନ ମନ୍ଦିରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଗହଳି ଚହଳି ଲାଗିଛି। ଲୋକେ ହନୁମାନ ମନ୍ଦିର ଯାଇ ପୂଜାର୍ଚ୍ଚନା କରୁଛନ୍ତି।

Advertisment

ବିଶେଷ କରି ସମ୍ବଲପୁର, ବ୍ରହ୍ମପୁର ସହର ଉତ୍ସବମୁଖର ହୋଇ ଉଠିଛି। ବ୍ରହ୍ମପୁର ସହରର ରାମଲିଙ୍ଗା ଟ୍ୟାଙ୍କ ରୋଡ୍, ହିଲପାଟଣା ସମେତ ବିଭିନ୍ନ ହନୁମାନ ମନ୍ଦିରରେ ଧୁମ୍ ଧାମରେ ହନୁମାନ ଜୟନ୍ତୀ ପାଳନ ହେଉଛି।

ସେହିପରି ସମ୍ବଲପୁରର ବିଭିନ୍ନ ପଡାରୁ ଆଜି ଆଖଡା ଶୋଭାଯାତ୍ରା ବାହାରିବ। ସମ୍ବଲପୁର ସହରରେ ହନୁମାନ ଜୟନ୍ତୀକୁ ନେଇ ନିଆରା ପରମ୍ପରା ଦେଖାଯାଏ। ରାଉରକେଲାରେ ମଧ୍ୟ ହନୁମାନ ଜୟନ୍ତୀ ଅବସରରେ ଆଖଡ଼ା ଶୋଭାଯାତ୍ରା ବାହାରିବ। ଏଥିପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ