/odishatv-khabar/media/post_attachments/uploadimage/library/16_9/16_9_0/gggg_1626339638.jpg)
gggg
ଆନନ୍ଦପୁର( ମୁନା ସିଂ): ଘଷିପୁରାର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଏସ୍ପି ଅଫିସ ଘେରିଲା କଂଗ୍ରେସ। ଆଜି ବହୁ କଂଗ୍ରେସ କର୍ମୀ ଏକ ରାଲିରେ ବାହାରି ଏସ୍ପି ଅଫିସ ଘେରାଉ କରିବା ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ପାଇଁ ଦାବି କରିଛନ୍ତି।
Advertisment
ଗତ ୨୫ ତାରିଖରେ ରାମଚନ୍ଦ୍ରଙ୍କୁ ହତ୍ୟା କାରାଯାଇଥିଲା। ଘଟଣାର ୫ ଦିନ ବିତିଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ବିଫଳ ହୋଇଥିବା ଅଭିଯୋଗ ଆଣିଛି ଜିଲ୍ଲା କଂଗ୍ରେସ। ଅଭିଯୋଗକୁ ନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରିନାହିଁ। ତେବେ ପୁଲିସ୍ ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିସାରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)