/odishatv-khabar/media/media_files/2026/02/08/police-stops-illegal-cough-syrup-2026-02-08-14-18-35.jpg)
ବରଗଡରୁ ସୋନପୁର ଦେଇ ଚାଲାଣ ବେଳେ ଚଢାଉ, ବିପୁଳ କଫ ସିରଫ ଜବତ Photograph: (OTV)
ସୋନପୁର ଜିଲ୍ଲାରେ ନିଶା କାରବାର ଉପରେ ରୋକ ଲଗାଇବାକୁ ପୋଲିସର କଡା ପଦକ୍ଷେପ । ବିଭିନ୍ନ ସ୍ଥାନରେ ଚଢାଉ କରି କଫ ସିରଫ ଜବତ କରୁଛି ପୋଲିସ୍। ବରଗଡ ଜିଲ୍ଲା ଅଂଚଳରୁ ସୋନପୁର ଦେଇ ଚାଲାଣ ହେଉଥିବାବେଳେ ୯ ହଜାର ବୋତଲ କଫସିରପ ଜବତ କରିବାରେ ସଫଳ ହୋଇଛି ଜିଲ୍ଲା ପୋଲିସ। ଯାହାର ମୂଲ୍ୟ ୧୮ ଲକ୍ଷ ହେବ। ଏବଂ ବର୍ଷେ ମଧ୍ୟରେ ମୋଟ ୧୨ ହଜାର ବୋଟଲ କଫସିରପ ଜବତ କରିସାରିଛି । ଯାହାର ମୂଲ୍ୟ ୬୦ ଲକ୍ଷ ଟଙ୍କା ହେବ ବୋଲି କହିଛନ୍ତି ଏସପି ନାରାୟଣ ନାୟକ୍।
Advertisment
ଏହି ମାମଲାରେ ୧୨ ଜଣଙ୍କକୁ ଗିରଫ କରିବାସହ ୫ ଗୋଟି ଚାରିଚକିଆ ଏବଂ ଦୁଇଗୋଟି ବାଇକ ମଧ୍ୟ ଜବତ କରିସାରିଛି ।
- ସୋନପୁରରୁ ବିପୁଳ କଫ ସିରଫ ଜବତ
- ବରଗଡରୁ ସୋନପୁର ଦେଇ ଚାଲାଣ ବେଳେ ଚଢାଉ
- ୯ ହଜାର ବୋତଲ କଫ ସିରପ ଜବତ
- ବର୍ଷେ ଭିତରେ ୧୨ ହଜାର ବୋତଲ କଫ ସିରପ ଜବତ ହୋଇଛି
- ୬୦ ଲକ୍ଷ ଟଙ୍କାର କଫସିରଫ ଜବତ କରିଛି ପୋଲିସ୍
- ୧୨ ଜଣଙ୍କୁ ଗିରଫ କରିଛି ପୋଲିସ୍
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)