Advertisment

ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା !

ନୂଆପଡ଼ା : ବାପାଙ୍କୁ ହତ୍ୟା କଲା ପରେ ପୁଅର ଆତ୍ମହତ୍ୟା। ନୂଆପଡ଼ା ଜିଲ୍ଲା ଗାତିବେଡା ଗାଁରେ  ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ୭୦ବର୍ଷୀୟ  ରାମ ସିଂ ମାଝୀଙ୍କ ସହ ପୁଅ ଦେବ ମାଝୀଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ପୁଅ ହଠାତ୍‌ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର ଛେଚି ଦେଇଥିଲା। ଫଳରେ  ଘଟଣାସ୍ଥଳରେ ତାଙ୍କ ମତ୍ୟୁ ହୋଇଥିଲା । ଏହା ପରେ କିଛି ଦୂରରେ […]

author-image
Pradesh Pratyush
ବାପାଙ୍କୁ ହତ୍ୟା କରି ପୁଅର ଆତ୍ମହତ୍ୟା !

son suicide

ନୂଆପଡ଼ା : ବାପାଙ୍କୁ ହତ୍ୟା କଲା ପରେ ପୁଅର ଆତ୍ମହତ୍ୟା। ନୂଆପଡ଼ା ଜିଲ୍ଲା ଗାତିବେଡା ଗାଁରେ  ଘଟିଛି ଏହି ଅଭାବନୀୟ ଘଟଣା। ଅଭିଯୋଗ ଅନୁଯାୟୀ, ୭୦ବର୍ଷୀୟ  ରାମ ସିଂ ମାଝୀଙ୍କ ସହ ପୁଅ ଦେବ ମାଝୀଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ପରେ ପୁଅ ହଠାତ୍‌ ରାଗି ଯାଇ ବାପା ରାମ ସିଂଙ୍କ ମୁଣ୍ତରେ ପଥର ଛେଚି ଦେଇଥିଲା। ଫଳରେ  ଘଟଣାସ୍ଥଳରେ ତାଙ୍କ ମତ୍ୟୁ ହୋଇଥିଲା । ଏହା ପରେ କିଛି ଦୂରରେ ଥିବା ଏକ ବାହାଡା ଗଛରେ ବେକରେ ଦଉଡି ଦେଇ ପୁଅ ଦେବ ମାଝି ଆତ୍ମହତ୍ୟା କରିଛି।

Advertisment

ରାମ ସିଂର ଦ୍ୱିତୀୟ ପୁଅ ସମସାଏ ମାଝୀ ଗ୍ରାମବାସୀଙ୍କ ସହ ଆସି କୋମନା ଥାନାରେ ଘଟଣା ସମ୍ପର୍କରେ ଜଣାଇଥିଲେ । ଆସନ୍ତା କାଲି ଶବ ବ୍ୟବଚ୍ଛେଦ କରାଯିବ।

Advertisment
Advertisment