Advertisment

ଦୁଇଟି ଚମ୍ପା ନାଗ ଉଦ୍ଧାର

ବାଲେଶ୍ୱର(ରଣଜିତ୍ ପାକଳ): ବାଲେଶ୍ୱର ସହରରୁ ଦୁଇଟି ଚମ୍ପା ନାଗ ସାପ ଉଦ୍ଧାର କରାଯାଇଛି। ମିଶନ୍ ଫିଲ୍ଡ ନିକଟରେ ଥିବା ଏକ ହୋଟେଲ ଫାଟକ ପାଖରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ସେଠାରୁ ୫୦ରୁ ଅଧିକ ଅଣ୍ଡା ସହ ନାଗ ସାପକୁ ଉଦ୍ଧାର କରିଥିଲା। ସେହିପରି ତେଲେଙ୍ଗା ସାହିର ଜଣକ ଘର କବାଟ ପାଖରୁ ଆଉ ଗୋଟିଏ ଚମ୍ପା ନାଗ ସାପ […]

ଦୁଇଟି ଚମ୍ପା ନାଗ ଉଦ୍ଧାର

snake

Advertisment

ବାଲେଶ୍ୱର(ରଣଜିତ୍ ପାକଳ): ବାଲେଶ୍ୱର ସହରରୁ ଦୁଇଟି ଚମ୍ପା ନାଗ ସାପ ଉଦ୍ଧାର କରାଯାଇଛି। ମିଶନ୍ ଫିଲ୍ଡ ନିକଟରେ ଥିବା ଏକ ହୋଟେଲ ଫାଟକ ପାଖରେ ଗୋଟିଏ ନାଗ ସାପ ବୁଲୁଥିବା ଦେଖିବାକୁ ମିଳିଥିଲା। ଏନେଇ ସ୍ଥାନୀୟ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ଏହାପରେ ବନ ବିଭାଗ ସେଠାରୁ ୫୦ରୁ ଅଧିକ ଅଣ୍ଡା ସହ ନାଗ ସାପକୁ ଉଦ୍ଧାର କରିଥିଲା।

Advertisment

ସେହିପରି ତେଲେଙ୍ଗା ସାହିର ଜଣକ ଘର କବାଟ ପାଖରୁ ଆଉ ଗୋଟିଏ ଚମ୍ପା ନାଗ ସାପ ଉଦ୍ଧାର କରଯାଇଛି। ତେବେ ଅଣ୍ଡା ଗୁଡ଼ିକର ଫୁଟିବା ସମୟ ଆସିଥିବାରୁ ଅଣ୍ଡା ଓ ସାପକୁ କୁଲଡ଼ିହା ଅଭୟାରଣ୍ୟରେ ଛଡ଼ାଯିବ ବୋଲି ବନ ବିଭାଗ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ