Advertisment

ଆଜି ଶିବ ବିବାହ, ସମ୍ବଲପୁରରେ ନିରାଡ଼ମ୍ବରରେ ପାଳନ ହେଉଛି ଶୀତଳଷଷ୍ଠୀ

ସମ୍ବଲପୁର:ଆଜି ଦେବ ଦେବ ମହାଦେବଙ୍କ ବିବାହ। ମା’ ପାର୍ବତୀଙ୍କ ହାତ ଧରିବେ ପ୍ରଭୁ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ। ସମ୍ବଲପୁର ସହରରେ ପ୍ରତିବର୍ଷ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ବେଶ ଆଡମ୍ବର ସହ ପାଳନ ହୋଇଥାଏ।  ଏଥର ମଧ୍ୟ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ସହର ଚଳଚଞ୍ଚଳ […]

ଆଜି ଶିବ ବିବାହ, ସମ୍ବଲପୁରରେ ନିରାଡ଼ମ୍ବରରେ ପାଳନ ହେଉଛି ଶୀତଳଷଷ୍ଠୀ

sitalsasthi

Advertisment

ସମ୍ବଲପୁର:ଆଜି ଦେବ ଦେବ ମହାଦେବଙ୍କ ବିବାହ। ମା’ ପାର୍ବତୀଙ୍କ ହାତ ଧରିବେ ପ୍ରଭୁ। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଲାବାବା ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ ସହ ବରଯାତ୍ରୀଙ୍କୁ ସାଙ୍ଗରେ ଧରି କନ୍ୟା ଘରକୁ ଯିବେ। ସେଠାରେ ରୀତିନୀତିରେ ସମ୍ପନ୍ନ ହେବ ବିବାହ।

Advertisment

ସମ୍ବଲପୁର ସହରରେ ପ୍ରତିବର୍ଷ ପବିତ୍ର ଶୀତଳଷଷ୍ଠୀ ଉତ୍ସବ ବେଶ ଆଡମ୍ବର ସହ ପାଳନ ହୋଇଥାଏ।  ଏଥର ମଧ୍ୟ ପରମ୍ପରା ଅନୁସାରେ ବିବାହ ଅନୁଷ୍ଠିତ ହେଉଛି। ଏଥିପାଇଁ ସହର ଚଳଚଞ୍ଚଳ ହୋଇଛି  ହେଲେ ଲକଡାଉନ ପାଇଁ ସେ ଆଡମ୍ବର ନାହିଁ।

ଗତକାଲି ସମ୍ପନ୍ନ ହୋଇଛି ଗୁଆଗୁଣ୍ଡା ନୀତି। ହନୁମାନ ଶିବ ବିବାହ ପାଇଁ ମନ୍ଦିର ମନ୍ଦିର ବୁଲି ନିଉତା ଦେଇ ଦେବତାମାନଙ୍କୁ ନିମନ୍ତ୍ରଣ ଦେବାର ପରମ୍ପରା ଥାଏ।

Advertisment
Sitalsasthi Sital Sasthi Yatra 2020 Sital Sasthi 2020 Sambalpur Sital Sasthi Lord Siva Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ