Advertisment

SIM Box Seized in Bhubaneswar: ରାଜଧାନୀରେ ପୁଣି ସିମ୍ ବକ୍ସ ଜବତ; ସିମ୍ ବକ୍ସ ବସାଇ ଲୋକଙ୍କୁ ଲୁଟୁଥିଲେ

ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ। ଚଢ଼ାଉ କରି ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ସିମ୍ ବକ୍ସ ବସାଇ ଲୋକଙ୍କୁ ଲୁଟୁଥିବା ସୂଚନା ପରେ ଚଢ଼ାଉ। ମଧ୍ୟପ୍ରାଚ୍ୟ ଦେଶ କଲ୍ କୁ ଲୋକାଲ୍ କଲ୍ ରେ ପରିଣତ କରୁଥିଲେ।

author-image
Pramod Behera
SIM Box Seized in Bhubaneswar

ରାଜଧାନୀରେ ପୁଣି ସିମ୍ ବକ୍ସ ଜବତ Photograph: (OTV)

ରାଜଧାନୀରୁ ପୁଣି ସିମ୍ ବକ୍ସ ଜବତ। ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ କଲା ପୋଲିସ। ଚଢ଼ାଉ କରି ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍। ସିମ୍ ବକ୍ସ ବସାଇ ଲୋକଙ୍କୁ ଲୁଟୁଥିବା ସୂଚନା ପରେ ଚଢ଼ାଉ କରିଥିଲା କମିଶନରେଟ ପୋଲିସର ଟିମ୍। 

Advertisment

ଏମାନେ ମଧ୍ୟପ୍ରାଚ୍ୟ ଦେଶ କଲ୍ କୁ ଲୋକାଲ୍ କଲ୍ ରେ ପରିଣତ କରୁଥିଲେ। ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବି ଏଭଳି ସିମ୍ ବକ୍ସ ଜବତ ହୋଇଥିଲା। ଯାହାର କନେକ୍ସନ ଝାଡ଼ଖଣ୍ଡ ରାଞ୍ଚି ପର୍ଯ୍ୟନ୍ତ ଲମ୍ବିଥିବା ଜଣାପଡିଛି। ସିମ୍ ବକ୍ସର ଚେର ଚୀନକୁ ଲମ୍ବିଥିବା ସନ୍ଦେହ କରାଯାଉଛି। ମାମଲାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି।

  • ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରୁ ସିମ୍ ବକ୍ସ ଜବତ
  • ଚଢ଼ାଉ କରି ଧରିଲା କମିଶନରେଟ୍ ପୋଲିସର ସ୍ପେଶାଲ ସ୍କ୍ବାଡ୍
  • ସିମ୍ ବକ୍ସ ବସାଇ ଲୋକଙ୍କୁ ଲୁଟୁଥିବା ସୂଚନା ପରେ ଚଢ଼ାଉ
  • ମଧ୍ୟପ୍ରାଚ୍ୟ ଦେଶ କଲ୍ କୁ ଲୋକାଲ୍ କଲ୍ ରେ ପରିଣତ କରୁଥିଲେ
  • ପୂର୍ବରୁ ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ବି ଏଭଳି ସିମ୍ ବକ୍ସ ଜବତ ହୋଇଥିଲା
  • ଯାହାର କନେକ୍ସନ ଝାଡ଼ଖଣ୍ଡ ରାଞ୍ଚି ପର୍ଯ୍ୟନ୍ତ ଲମ୍ବିଥିଲା
Advertisment
SIM Box Racket Crime Odisha Odisha News
Advertisment
Advertisment