Advertisment

ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଶିଖ୍‌ ସମ୍ପ୍ରଦାୟ

ଭୁବନେଶ୍ୱର: ଶିଖ୍‌ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ‘ଖାଲସା ଏଡ୍’ ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଭୁବନେଶ୍ୱର ସ୍ଥିତ ଗୁରୁଦ୍ୱାର ସିଂହ ସଭା ସଂଗଠନ ସହାୟତାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି। ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଫ୍ରି କିଚେନ୍ ଆରମ୍ଭ ହୋଇଛି। ପୁରୀରେ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଂଗଠନ […]

author-image
Rosalin Rath
ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଲେ ଶିଖ୍‌ ସମ୍ପ୍ରଦାୟ

q1

ଭୁବନେଶ୍ୱର: ଶିଖ୍‌ ସମ୍ପ୍ରଦାୟର ଆନ୍ତର୍ଜାତିକ ସଂସ୍ଥା ‘ଖାଲସା ଏଡ୍’ ବାତ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢ଼ାଇଛନ୍ତି। ଭୁବନେଶ୍ୱର ସ୍ଥିତ ଗୁରୁଦ୍ୱାର ସିଂହ ସଭା ସଂଗଠନ ସହାୟତାରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।

Advertisment

ଗତ ଶନିବାର ଠାରୁ ଏହି ସଂସ୍ଥା ଦ୍ୱାରା ଭୁବନେଶ୍ୱର ଓ ପୁରୀରେ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ପୁରୀରେ ପ୍ରାୟ ୫ ହଜାର ଲୋକଙ୍କ ପାଇଁ ଫ୍ରି କିଚେନ୍ ଆରମ୍ଭ ହୋଇଛି।

ପୁରୀରେ ଜିଲ୍ଲା ପ୍ରଶାସନର ସହାୟତାରେ ଏହି ସଂଗଠନ ପକ୍ଷରୁ ବିପନ୍ନଙ୍କୁ ଖାଦ୍ୟ ଯୋଗାଇ ଦିଆଯାଉଛି।

Advertisment
Advertisment
Advertisment