Advertisment

ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମଧୁପୁରା ପଞ୍ଚାୟତ କାଣ୍ଡ ଗାଁରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି। ଗତକାଲି ରାତିରେ ଏହି ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟାଙ୍କ କର୍ମଚାରୀ ପହଞ୍ଚିଲେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ଜଣାପଡ଼ିବ।

author-image
Sangita Sahu
ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍

sbi

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ସିଂଲା ଥାନା ମଧୁପୁରା ପଞ୍ଚାୟତ କାଣ୍ଡ ଗାଁରେ ଥିବା ଏକ ଏସ୍‌ବିଆଇ ଏଟିଏମ୍‌ରୁ ଲୁଟ୍ ହୋଇଛି।
ଗତକାଲି ରାତିରେ ଏହି ଲୁଟ୍ ହୋଇଥିବା ଅନୁମାନ କରାଯାଉଛି। ସକାଳୁ ସ୍ଥାନୀୟ ଲୋକେ ଏଟିଏମ୍ ଭଙ୍ଗା ହୋଇଥିବା ଦେଖି ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisment

ତେବେ ବ୍ୟାଙ୍କ କର୍ମଚାରୀ ପହଞ୍ଚିଲେ ଏଟିଏମ୍‌ରୁ କେତେ ଟଙ୍କା ଚୋରି ହୋଇଛି ଜଣାପଡ଼ିବ।

Advertisment
Advertisment