Advertisment

ଶଙ୍ଖ ଧରିଲେ ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ୫୦୦ରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି। ସନ୍ତୋଷଙ୍କ ଯୋଗଦାନ ନୀଳଗିରିରେ ବିଜେଡିକୁ ମଜଭୁତ୍ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହା ସହ ଢେଙ୍କାନାଳର କିଛି କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି।

author-image
Jyotsnamayee Pradhan
ଶଙ୍ଖ ଧରିଲେ ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ

bjd

ଭୁବନେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରିର ପୂର୍ବତନ ବିଜେପି ନେତା ସନ୍ତୋଷ ଖଟୁଆ ବିଜେଡିରେ ଯୋଗ ଦେଇଛନ୍ତି। ବିଜେଡି କାର୍ଯ୍ୟାଳୟରେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନିଜର ୫୦୦ରୁ ଅଧିକ ସମର୍ଥକଙ୍କ ସହ ସେ ବିଜେଡିରେ ସାମିଲ ହୋଇଛନ୍ତି।

Advertisment

ସନ୍ତୋଷଙ୍କ ଯୋଗଦାନ ନୀଳଗିରିରେ ବିଜେଡିକୁ ମଜଭୁତ୍ କରିବ ବୋଲି ନବୀନ ପଟ୍ଟନାୟକ କହିଛନ୍ତି। ଏହା ସହ ଢେଙ୍କାନାଳର କିଛି କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିଜେଡିରେ ଯୋଗଦାନ କରିଛନ୍ତି।

Advertisment
Advertisment