Advertisment

୩ ଜଣଙ୍କ ଜୀବନ ନେଲା ବସ୍‌ !

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ କୁତ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।  ସ୍କୁଟିକୁ ବସ୍ ଚାପି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। କୁତ୍ରା ବ୍ଲକ୍ ଲକ୍ଷ୍ମୀପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି। ତିନି ଜଣ ଯୁବକ ଏକ ସ୍କୁଟିରେ ଯାଉଥିବାବେଳେ ପବନହଂସ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା। ତିନି ଜଣ ଯାକ ବସର ଚକା ତଳେ ପଶିଯିବାରୁ ବସ ସେମାନଙ୍କୁ ଚାପି ଦେଇଥିଲେ। ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ  ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା।  […]

author-image
Pradesh Pratyush
୩ ଜଣଙ୍କ ଜୀବନ ନେଲା ବସ୍‌ !

bus aCCIDENT

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ କୁତ୍ରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା  ସ୍କୁଟିକୁ ବସ୍ ଚାପି ଦେବାରୁ ୩ ଜଣଙ୍କ ମୃତ୍ୟୁ ଘଟିଛି। କୁତ୍ରା ବ୍ଲକ୍ ଲକ୍ଷ୍ମୀପୋଷ ନିକଟରେ ଏହି ଦୁର୍ଘଟଣା ଘଟିଛି ତିନି ଜଣ ଯୁବକ ଏକ ସ୍କୁଟିରେ ଯାଉଥିବାବେଳେ ପବନହଂସ ନାମକ ଏକ ଘରୋଇ ବସ୍ ସେମାନଙ୍କୁ ଧକ୍କା ଦେଇଥିଲା ତିନି ଜଣ ଯାକ ବସର ଚକା ତଳେ ପଶିଯିବାରୁ ବସ ସେମାନଙ୍କୁ ଚାପି ଦେଇଥିଲେ

Advertisment

ଫଳରେ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ  ହସ୍ପିଟାଲ ନେବା ବାଟରେ ମୃତ୍ୟୁ ହୋଇଥିଲା  ଏହି ଦୁର୍ଘଟଣାରେ ଉ ଜଣେ ଯୁବକ ମଧ୍ୟ ହତ ହୋଇଛନ୍ତି  ତାଙ୍କୁ ଇଜିଏଚରେ ଭର୍ତ୍ତି କରାଯାଇଛି  ସେପଟେ ଦୁର୍ଘଟଣାକୁ ନେଇ ଲକ୍ଷ୍ମୀପୋଷି ଛକରେ ଉତ୍ତେଜନା ଦେଖାଦେବାରୁ ରାଜଗାଙ୍ଗପୁର ଏସଡିପିଓ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ 

Advertisment
Advertisment