Advertisment

ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଜୁଏଲଙ୍କ ଅନୁରୋଧ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଖୁବଶୀଘ୍ର ବିଜେପିକୁ ଫେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରୋଧ କରିଛନ୍ତି। ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ  ଜୁଏଲ କହିଛନ୍ତି,“ରାଉରକେଲାର ସ୍ୱାର୍ଥ ପାଇଁ ଦିଲୀପ ରାୟଙ୍କ ମୁଖ୍ୟ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଦାବି ପୂରଣ ହୋଇଥିବାରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି […]

author-image
Jyotsnamayee Pradhan
ବିଜେପିକୁ ଫେରିବାକୁ ଦିଲୀପ ରାୟଙ୍କୁ ଜୁଏଲଙ୍କ ଅନୁରୋଧ

jual

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ଦିଲୀପ ରାୟ ଖୁବଶୀଘ୍ର ବିଜେପିକୁ ଫେରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଅନୁରୋଧ କରିଛନ୍ତି।

Advertisment

ଆଜି ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀରେ  ଜୁଏଲ କହିଛନ୍ତି,“ରାଉରକେଲାର ସ୍ୱାର୍ଥ ପାଇଁ ଦିଲୀପ ରାୟଙ୍କ ମୁଖ୍ୟ ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଗ୍ରହଣ କରି ନେଇଛନ୍ତି। ବ୍ରାହ୍ମଣୀରେ ଦ୍ୱିତୀୟ ସେତୁ ଏବଂ ସୁପର ସ୍ପେଶାଲିଟି ହସ୍ପିଟାଲ କାର୍ଯ୍ୟ ଜୋରସୋରରେ ଚାଲିଛି। ଦାବି ପୂରଣ ହୋଇଥିବାରୁ କିଛି ଦିନ ତଳେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦିଲୀପ ଧନ୍ୟବାଦ ମଧ୍ୟ ଜଣାଇଥିଲେ। ତେଣୁ ସେ ଏବେ  ଦଳକୁ ଫେରି ସହଯୋଗ କରିବା ନେଇ ବିଜେପି ଆଶାବାଦୀ ରହିଛି।”

Advertisment
Advertisment