/odishatv-khabar/media/post_attachments/uploadimage/library/16_9/16_9_0/minor-rape_1626687900.jpg)
minor rape
ସାଲେପୁର : ସାଲେପୁରରେ ଲଜ୍ଜା । ୫୫ ବର୍ଷିୟ ବୟସ୍କ ବ୍ୟକ୍ତିର ରାକ୍ଷସ ପ୍ରବୃତ୍ତି । ଜଣେ ୬ ବର୍ଷର ନାବାଳିକାଙ୍କୁ ଅସଦାଚରଣ। ଏଭଳ ଏକ ସାଂଘାତିକ ଅଭିଯୋଗ ଆସିଛି ।
Advertisment
ସୂଚନା ମୁତାବକ ,ଘରେ କେହି ନଥିବାର ସୁଯୋଗ ନେଇ ଜଣେ ଏହି ୫୫ ବର୍ଷିୟ ବୟସ୍କ ବ୍ୟକ୍ତି ଜଣକ ନାବାଳିକାଙ୍କୁ ଅସଦାଚରଣ କରିଥିଲେ । ଏନେଇ ନାବାଳିକାଙ୍କ ପରିବାର ଲୋକେ ନେମାଳ ଥାନାରେ ଅଭିଯୋଗ କରିଛନ୍ତି। ପୀଡ଼ିତାଙ୍କ ଡାକ୍ତରୀମାଇନା କରିବା ସହ ଅଭିଯୁକ୍ତକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୁଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)