Advertisment

ଆଜି ରାମ ନବମୀ: ମନ୍ଦିରରେ ଭକ୍ତଙ୍କ ଭିଡ଼

ଭୁବନେଶ୍ୱର: ଆଜି ରାମ ନବମୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଆରମ୍ଭ କରି ସାରା ଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଆରଧନା ସାଙ୍ଗକୁ ଜନ୍ମ ଉତ୍ସବ ଚାଲିଛି। ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ରାମ ମନ୍ଦିରରେ ରାମ ଜନ୍ମ ନୀତି ମହା ଆଡମ୍ବରରେ ପାଳନ ହେଉଛି। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି। ରାମନବମୀ ପାଇଁ ଭଦ୍ରକରେ […]

ଆଜି ରାମ ନବମୀ: ମନ୍ଦିରରେ ଭକ୍ତଙ୍କ ଭିଡ଼

ram

Advertisment

ଭୁବନେଶ୍ୱର: ଆଜି ରାମ ନବମୀ। ମର୍ଯ୍ୟଦା ପୁରୁଷୋତ୍ତମ ଶ୍ରୀରାମଙ୍କ ଜନ୍ମତିଥି। ଏଥିପାଇଁ ସାରା ଦେଶରେ ଉତ୍ସବର ବାତାବରଣ ସୃଷ୍ଟି ହୋଇଛି। ପ୍ରଭୁ ଶ୍ରୀରାମଙ୍କ ଜନ୍ମସ୍ଥାନ ଅଯୋଧ୍ୟାଠାରୁ ଆରମ୍ଭ କରି ସାରା ଦେଶରେ ପ୍ରଭୁ ରାମଚନ୍ଦ୍ରଙ୍କ ଆରଧନା ସାଙ୍ଗକୁ ଜନ୍ମ ଉତ୍ସବ ଚାଲିଛି।

Advertisment

ରାଜଧାନୀ ଭୁବନେଶ୍ୱର ସ୍ଥିତ ଥିବା ରାମ ମନ୍ଦିରରେ ରାମ ଜନ୍ମ ନୀତି ମହା ଆଡମ୍ବରରେ ପାଳନ ହେଉଛି। ଏହି ଅବସରରେ ଠାକୁରଙ୍କ ଦର୍ଶନ ପାଇଁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗିଛି।

ରାମନବମୀ ପାଇଁ ଭଦ୍ରକରେ ବି ବହୁ କାର୍ଯ୍ୟକ୍ରମ ଚାଲିଛି। ଗୁରୁବାରଠାରୁ ସେଠାରେ ମହାଯଜ୍ଞ ଚାଲିଛି। ସହରରେ ୬୦ରୁ ଅଧିକ ମେଢ଼ ଶୋଭାଯାତ୍ରା ବାହାରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି।

Advertisment

ସେହପିରି ରାମ ନବମୀ ଉପଲକ୍ଷେ ଶ୍ରୀମନ୍ଦିରରେ ରୀତି ନୀତି ଅନୁସାରେ ରାମ ଜନ୍ମ ନୀତି ପାଳିତ ହେଉଛି। ରାମ ନବମୀ ଦିନରୁ ଶ୍ରୀକ୍ଷେତ୍ରରେ ଅନନ୍ୟ ସାହି ଯାତ ଆରମ୍ଭ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ