Advertisment

ଧାରଣାସ୍ଥଳରେ ଲଣ୍ଡା ହେଲେ ମହିଳା

ଭୁବନେଶ୍ୱର : ବିନା ନୋଟିସ୍‌ରେ ଉଚ୍ଛେଦ ପ୍ରତିବାଦରେ ରାଜଧାନୀରେ ବସ୍ତିବାସିନ୍ଦାଙ୍କ ବିଶାଳ ରାଲି।  ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି ସହିତ ଗଣଧାରଣା ଦିଆଯାଇଛି। ରାଲିରେ ହଜାର ହଜାର ବସ୍ତି ବାସିନ୍ଦା ଯୋଗ ଦେଇ ସରକାରଙ୍କ ସାଲିଆ ସାହି ଉଚ୍ଛେଦ ଯୋଜନାର ପ୍ରତିବାଦ କରିଥିଲେ ।  ପ୍ରଥମେ ସେମାନଙ୍କୁ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଦାବି କରିଛି ସାଲିଆସାହି ଆଞ୍ଚଳିକ କମିଟି । ପ୍ରତି ବସ୍ତି ବାସିନ୍ଦାଙ୍କୁ ୬ଶହ ବର୍ଗ […]

author-image
Pradesh Pratyush
ଧାରଣାସ୍ଥଳରେ ଲଣ୍ଡା ହେଲେ ମହିଳା

saliASAHI

ଭୁବନେଶ୍ୱର : ବିନା ନୋଟିସ୍‌ରେ ଉଚ୍ଛେଦ ପ୍ରତିବାଦରେ ରାଜଧାନୀରେ ବସ୍ତିବାସିନ୍ଦାଙ୍କ ବିଶାଳ ରାଲି।  ସାଲିଆସାହି ଆଞ୍ଚଳିକ କମିଟି ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ବିଶାଳ ରାଲି ସହିତ ଗଣଧାରଣା ଦିଆଯାଇଛି।

Advertisment

publive-imageରାଲିରେ ହଜାର ହଜାର ବସ୍ତି ବାସିନ୍ଦା ଯୋଗ ଦେଇ ସରକାରଙ୍କ ସାଲିଆ ସାହି ଉଚ୍ଛେଦ ଯୋଜନାର ପ୍ରତିବାଦ କରିଥିଲେ ।  ପ୍ରଥମେ ସେମାନଙ୍କୁ ଥଇଥାନ କରି ପରେ ଉଚ୍ଛେଦ କରିବାକୁ ଦାବି କରିଛି ସାଲିଆସାହି ଆଞ୍ଚଳିକ କମିଟି । ପ୍ରତି ବସ୍ତି ବାସିନ୍ଦାଙ୍କୁ ୬ଶହ ବର୍ଗ ଫୁଟ୍‌ର ଘର ଦେବାକୁ ସେମାନେ ଦାବି କରିଛନ୍ତି । ତେବେ ଏହି ଗଣଧାରଣା ବେଳେ ଜଣେ ମହିଳା ଅଭିନବ ଢଙ୍ଗରେ ଧାରଣାସ୍ଥଳରେ ଲଣ୍ଡା ହୋଇ ନିଜର ଦାବି ରଖିଥିଲେ । ଏଥିରେ ବିଜେପି ଓ କଂଗ୍ରେସ ଦଳର ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଥିଲେ ।

Advertisment
Advertisment