jharpada
Advertisment
ଭୁବନେଶ୍ୱର: ଭୁବନେଶ୍ୱରର ଝାରପଡ଼ା ଜେଲ୍ରେ ଚଢ଼ଉ କରି ବହୁ ପରିମାଣର ନିଶା ଦ୍ରବ୍ୟ ଜବତ କରିଛି କମିଶନରେଟ୍ ପୁଲିସ। ଜେଲ୍ ଭିତରକୁ ମାଦକ ଦ୍ରବ୍ୟ ପଶୁଥିବା ସୂଚନା ମିଳିବା ପରେ ଭୁବନେଶ୍ୱର ଡିସିପିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ ଚଢ଼ଉ କରିଥିଲା।
Advertisment
ଚଢ଼ଉ ବେଳେ ଜେଲ୍ର ବିଭିନ୍ନ ଓ୍ୱାର୍ଡରୁ ମାଦକ ଦ୍ରବ୍ୟ, ସିଗାରେଟ୍, ଗୁଟଖା, ସିମ୍ କାର୍ଡ ଓ ଗ୍ଲୋବସ ମିଳିଛି।
ଜେଲ୍ ଭିତରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଥିବାବେଳେ, ଏତେ ପରିମାଣର ମାଦକ ଦ୍ରବ୍ୟ ମିଳିବା ନେଇ ପ୍ରଶ୍ନ ଉଠିଛି। ପୂର୍ବରୁ ମଧ୍ୟ ଝାରପଡ଼ା ଜେଲ୍ରେ ଚଢ଼ଉ ବେଳେ ଏଭଳି ନିଶା ଦ୍ରବ୍ୟ ଜବତ କରାଯାଇଥିଲା।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/jharpada_1626759020.jpg)