Advertisment

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ

ବରଗଡ଼(ଦୀପକ ଶର୍ମା): ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍‌ବୋଧନ ଦେବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସମାବେଶରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି। ରାହୁଲଙ୍କ ଗସ୍ତ ନେଇ ଗତକାଲି ବରିଷ୍ଠ କଂଗ୍ରେସ ନେତା ହମିଦ୍‌ ହୁସେନ୍‌ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଏସ୍‌ପିଜି ଅଧିକାରୀମାନେ […]

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ

rahul gandhi

Advertisment

ବରଗଡ଼(ଦୀପକ ଶର୍ମା): ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ସେ ବରଗଡ଼ ନିକଟ ସରସରା ଗାଁରେ ଆୟୋଜିତ ଏକ ସାଧାରଣ ସମାବେଶରେ ଉଦ୍‌ବୋଧନ ଦେବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ସମାବେଶରେ ୫୦ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବା ସମ୍ଭାବନା ରହିଛି।

Advertisment

ରାହୁଲଙ୍କ ଗସ୍ତ ନେଇ ଗତକାଲି ବରିଷ୍ଠ କଂଗ୍ରେସ ନେତା ହମିଦ୍‌ ହୁସେନ୍‌ ସମାବେଶ ସ୍ଥଳକୁ ଯାଇ ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ଏସ୍‌ପିଜି ଅଧିକାରୀମାନେ ମଧ୍ୟ ଆସି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଥିଲେ।

ଏହା ପୂର୍ବରୁ ରାହୁଲ ଭବାନୀପାଟଣା, ରାଉରକେଲା ଓ ଜୟପୁର ସମାବେଶରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ହେଲେ ଆଜି ରାହୁଲଙ୍କ ଆଭିମୁଖ୍ୟ କ’ଣ ରହୁଛି, ତା’ ଉପରେ ସମସ୍ତଙ୍କ ନଜର ରହିବ।

Advertisment

ବିଜେଡି କହିଛି, “ବଡ଼ ବଡ଼ ନେତାଙ୍କ ଆସିବା ଦ୍ୱାରା କିଛି ପ୍ରଭାବ ପଡ଼ିବ ନାହିଁ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ