/odishatv-khabar/media/post_attachments/uploadimage/library/16_9/16_9_0/amara-12_1626759658.jpg)
amara
ଯାଜପୁର(ଗୁଲାମ ଗସ୍): ବଡ଼ଚଣା ନିର୍ବାଚନମଣ୍ଡଳୀରେ ଅମର ଶତପଥୀଙ୍କ ପ୍ରାର୍ଥିତ୍ୱକୁ ବିରୋଧ କରାଯାଇଛି। ଦଳ ତାଙ୍କୁ ବଡ଼ଚଣା ଟିକେଟ୍ ଦେବା ପରେ ବିଜେଡିର ଶତାଧିକ ଅସନ୍ତୁଷ୍ଟ ଛାମୁଆ ନେତା ଓ କର୍ମୀ ଏକାଠି ହୋଇଥିଲେ।
Advertisment
ଚଳିତ ନିର୍ବାଚନରେ ଅମରଙ୍କୁ ଖୋଲାଖୋଲି ବିରୋଧ କରିବେ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଅମରଙ୍କୁ ପ୍ରାର୍ଥୀ ନକରିବା ଲାଗି ଏମାନେ ଦଳର ହାଇକମାଣ୍ଡଙ୍କ ନିକଟରେ ଦାବି କରିଥିଲେ। ହେଲେ ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ଏବେ ବିବାଦୀୟ ସ୍ଥିତି ଉପୁଜିଛି।
ଏହି ଅସନ୍ତୁଷ୍ଟ ନେତା ଓ କର୍ମୀ ବିଜେଡି ଛାଡ଼ି ପାରନ୍ତି ବୋଲି ଜଣାପଡ଼ିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)