Advertisment

ଆଜୀବନ କଏଦୀଙ୍କ ମୃତ୍ୟୁ

କଟକ(ବିବର୍ତ୍ତନ ପଣ୍ଡା): କଟକ ଚୌଦ୍ୱାର ଜେଲ୍‌ରେ ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ କଟକ କେଶରପୁର ଅଞ୍ଚଳର ଶୁଭେନ୍ଦୁ ଦାସ ଓରଫ ଟନି। କଟକ ଶେଖ୍ ବଜାରର କେଶବ ବେହେରା ଓରଫ୍‌ କେସିଆ ହତ୍ୟା ମାମଲାରେ ସେ ଗତ ୬ ବର୍ଷ ହେଲା ଜେଲ୍‌ରେ ଥିଲେ। ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟପକ୍ଷରେ ପୁଅକୁ ଜେଲ୍ […]

ଆଜୀବନ କଏଦୀଙ୍କ ମୃତ୍ୟୁ

ctc

Advertisment

କଟକ(ବିବର୍ତ୍ତନ ପଣ୍ଡା): କଟକ ଚୌଦ୍ୱାର ଜେଲ୍‌ରେ ଜଣେ ଆଜୀବନ କଏଦୀଙ୍କ ମୃତ୍ୟୁ ଘଟିଛି। ମୃତ କଏଦୀ ହେଲେ କଟକ କେଶରପୁର ଅଞ୍ଚଳର ଶୁଭେନ୍ଦୁ ଦାସ ଓରଫ ଟନି।

Advertisment

କଟକ ଶେଖ୍ ବଜାରର କେଶବ ବେହେରା ଓରଫ୍‌ କେସିଆ ହତ୍ୟା ମାମଲାରେ ସେ ଗତ ୬ ବର୍ଷ ହେଲା ଜେଲ୍‌ରେ ଥିଲେ।

ଗତକାଲି ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

Advertisment

ଅନ୍ୟପକ୍ଷରେ ପୁଅକୁ ଜେଲ୍ ଭିତରେ ହତ୍ୟା କରାଯାଇଥିବା ନେଇ ଟନିଙ୍କ ମାଆ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ