Advertisment

Pregnant Woman Walks 5 km: ରାସ୍ତା ନାହିଁ; ପାହାଡ଼ ତଳକୁ ୫ କିଲୋମିଟର ଚାଲିଲେ ଗର୍ଭବତୀ!

ପାଞ୍ଚ କିଲୋମିଟର ପାଦେ ଚାଲି ଡାକ୍ତରଖାନାକୁ ଗଲେ ଗର୍ଭବତୀ ମହିଳା। ଆମ୍ବୁଲାନ୍ସ ପାତ୍ରପୁର ବ୍ଳକର ଅନେକ ଗାଁକୁ ପହଁଚି ପାରୁ ନାହିଁ। ରାସ୍ତା ନଥିବା ପାହାଡ଼ିଆ ଅଞ୍ଚଳରେ ରାସ୍ତା ସମସ୍ୟା ଯୋଗୁଁ ରୋଗୀ ଓ ଗର୍ଭବତୀ ମହିଳାମାନେ ଅନେକ ସମୟରେ ଅସୁବିଧା ଭୋଗୁଛନ୍ତି।

author-image
Pramod Behera
Pregnant Woman Walks 5 km

ରାସ୍ତା ନାହିଁ; ପାହାଡ଼ ତଳକୁ ୫ କିଲୋମିଟର ଚାଲିଲେ ଗର୍ଭବତୀ! Photograph: (OTV)

Odisha News Ambulance Pregnant Women
Advertisment
Advertisment