Advertisment

Pregnant Woman Rescued: ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା; ମେରୀ ସହେଲୀ ଆପରେ ସହାୟତା ମାଗିଲେ

ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା। ମେରୀ ସହେଲୀ ଆପରେ ସହାୟତା ମାଗିଲେ ମହିଳା। ଭୁବନେଶ୍ବର ଷ୍ଟେସନରେ ଅଟକିଲା ଦୁରୋନ୍ତ ଏକ୍ସପ୍ରେସ୍। ଗର୍ଭବତୀଙ୍କୁ ଉଦ୍ଧାର କଲେ ଆରପିଏଫର ମେରୀ ସହେଲୀ ଟିମ୍। କ୍ୟାପିଟାଲ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା।

author-image
Pramod Behera
Pregnant Woman Rescued

ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା Photograph: (OTV)

ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା। କଷ୍ଟ ସମ୍ଭାଳି ନପାରି ମେରୀ ସହେଲୀ ଆପରେ ସହାୟତା ମାଗିଲେ ମହିଳା। ଖବର ପାଇ ଭୁବନେଶ୍ବର ଷ୍ଟେସନରେ ଅଟକିଲା ଦୁରୋନ୍ତ ଏକ୍ସପ୍ରେସ୍। ଟ୍ରେନରୁ ମହିଳାଙ୍କୁ ଉଦ୍ଧାର କଲେ ଆରପିଏଫର ମେରୀ ସହେଲୀ ଟିମ୍। 

Advertisment

ଗର୍ଭବତୀଙ୍କୁ ଆମ୍ବୁଲାନ୍ସରେ ନିଆଗଲା କ୍ୟାପିଟାଲ ହସ୍ପିଟାଲ। ଆଉ କିଛି ସମୟ ପରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା। ଉଭୟ ମାଆ ପୁଅ ଏବେ ସୁସ୍ଥ ଥିବା ସୂଚନା ମିଳିଛି। ଗର୍ଭବତୀଙ୍କ ପ୍ରତି ଏପରି ସମ୍ମାନ ଏବଂ ସହଯୋଗ ପାଇଁ ଆରପିଏଫ୍ ଓ ଓଡ଼ିଶା ପୋଲିସକୁ ଧନ୍ୟବାଦ୍ ଦେଇଛନ୍ତି ମହିଳା।

  • ଟ୍ରେନରେ ମହିଳାଙ୍କ ପ୍ରସବ ବେଦନା
  • ମେରୀ ସହେଲୀ ଆପରେ ସହାୟତା ମାଗିଲେ ମହିଳା
  • ଭୁବନେଶ୍ବର ଷ୍ଟେସନରେ ଅଟକିଲା ଦୁରୋନ୍ତ ଏକ୍ସପ୍ରେସ୍
  • ଗର୍ଭବତୀଙ୍କୁ ଉଦ୍ଧାର କଲେ ଆରପିଏଫର ମେରୀ ସହେଲୀ ଟିମ୍
  • କ୍ୟାପିଟାଲ ହସ୍ପିଟାଲରେ ପୁତ୍ର ସନ୍ତାନ ଜନ୍ମ ଦେଲେ ମହିଳା
  • ଆରପିଏଫ୍ ଓ ଓଡ଼ିଶା ପୋଲିସକୁ ଧନ୍ୟବାଦ୍ ଦେଲେ ମହିଳା
Advertisment
Odisha News Meri Saheli Train Bhubaneswar Railway Station
Advertisment
Advertisment