Advertisment

‘ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ’

ନବରଙ୍ଗପୁର  : ହିଂସା ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ । କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରିବାକୁ କହୁଛନ୍ତି । ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ। ପରେ ଯାହାହେବ ଦେଖାଯିବ। ଏପରି କିଛି ଢଙ୍ଗରେ ଆଜି କର୍ମୀଙ୍କୁ ମୋବାଇଲ୍‌ରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ମାଝୀ । ଯାହାର EXCLUSIVE ଫୁଟେଜ୍ ମିଳିଛି । ଏହି […]

author-image
Pradesh Pratyush
‘ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ’

pradeep majhi

ନବରଙ୍ଗପୁର  : ହିଂସା ଉସକାଉଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ । ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ ବେଳେ ହିଂସା କରିବାକୁ ଖୋଲାଖୋଲି କହୁଛନ୍ତି ପ୍ରଦୀପ । କଂଗ୍ରେସ କର୍ମୀଙ୍କୁ ଡିଜେଲ୍ ପେଟ୍ରୋଲ ପ୍ରସ୍ତୁତ କରିବାକୁ କହୁଛନ୍ତି ।

Advertisment

ନିର୍ଦ୍ଦେଶ ଯିବା ମାତ୍ରେ ନିଆଁ ଲଗାଇ ଦବ। ପରେ ଯାହାହେବ ଦେଖାଯିବ। ଏପରି କିଛି ଢଙ୍ଗରେ ଆଜି କର୍ମୀଙ୍କୁ ମୋବାଇଲ୍‌ରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଦୀପ ମାଝୀ ।

ଯାହାର EXCLUSIVE ଫୁଟେଜ୍ ମିଳିଛି । ଏହି ଭିଡିଓରେ ପ୍ରଦୀପ ମାଝୀ ଖୋଲାଖୋଲି ତାଙ୍କ ସମର୍ଥକ ମାନଙ୍କୁ ଉସୁକାଉଥିବା ଶୁଣିବାକୁ ମିଳୁଛି।

Advertisment

ଆଜି ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା ଦେଇଛି କଂଗ୍ରେସ । କୋଷାଗୁମୁଡ଼ା ଅଞ୍ଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ ନିଷ୍କ୍ରିୟତା ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଛି।

Advertisment
Advertisment