Advertisment

ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ

ଭୁବନେଶ୍ୱର: ଦୀପାବଳି ରାତିରେ ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ। ରାଜ୍ୟର ପ୍ରମୁଖ ସହରରେ ପ୍ରଦୂଷଣ କମିଥିଲେ ବି କୋଣାର୍କରେ ବଢ଼ିଛି। ଦୀପାବଳିରେ ପ୍ରମୁଖ ସହରର AQI ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟ ଦେଇଛି। ଗତବର୍ଷ ଭୁବନେଶ୍ୱରରେ ଦୀପାବଳି ଦିନ AQI ୧୬୪ ଥିଲା ବେଳେ ଏବର୍ଷ ରହିଛି ୧୩୭। ସେହିପରି ପୁରୀରେ ଗଲାବର୍ଷ ୨୦୩ ଥିଲା ବେଳେ ଏବର୍ଷ ୧୦୩କୁ ଖସିଛି AQI। ତେବେ କୋଣାର୍କରେ ଗତବର୍ଷ ୭୭ ଥିବା ବେଳେ ଏବର୍ଷ ୮୨କୁ […]

author-image
Chandan Shishu
ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ

konark

ଭୁବନେଶ୍ୱର: ଦୀପାବଳି ରାତିରେ ପ୍ରଦୂଷଣରେ ଅନ୍ୟ ସହରକୁ ଟପିଗଲା କୋଣାର୍କ। ରାଜ୍ୟର ପ୍ରମୁଖ ସହରରେ ପ୍ରଦୂଷଣ କମିଥିଲେ ବି କୋଣାର୍କରେ ବଢ଼ିଛି। ଦୀପାବଳିରେ ପ୍ରମୁଖ ସହରର AQI ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟ ଦେଇଛି।

Advertisment

ଗତବର୍ଷ ଭୁବନେଶ୍ୱରରେ ଦୀପାବଳି ଦିନ AQI ୧୬୪ ଥିଲା ବେଳେ ଏବର୍ଷ ରହିଛି ୧୩୭।
ସେହିପରି ପୁରୀରେ ଗଲାବର୍ଷ ୨୦୩ ଥିଲା ବେଳେ ଏବର୍ଷ ୧୦୩କୁ ଖସିଛି AQI। ତେବେ କୋଣାର୍କରେ ଗତବର୍ଷ ୭୭ ଥିବା ବେଳେ ଏବର୍ଷ ୮୨କୁ ବଢ଼ିଛି।

Advertisment
Advertisment