Advertisment

ମିଳିଲା ସାଢେ ୬ କେଜି ସୁନା

ବ୍ରହ୍ମପୁର: ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ। ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ। ସୂଚନାଥାଉ କି,  ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ସୁନା  ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସରେ ଏତଲା ଦେଇଥିଲେ।  ଏହି ଘଟଣାର ତଦନ୍ତ ପରେ ୧୦ ଚୋର ଓ ୫ କ୍ରେତାଙ୍କୁ ପୋଲିସ ଗିରଫ […]

author-image
Minati Mishra
ଅଦ୍ୟତନ ହୋଇଛି
ମିଳିଲା ସାଢେ ୬ କେଜି ସୁନା

gold

ବ୍ରହ୍ମପୁର: ସାଢ଼େ ୬ କେଜି ସୁନା ଜବତ କରିଛି ଗଞ୍ଜାମ ପୋଲିସ। ଏହି ସୁନା ଜଣେ ବ୍ୟବସାୟୀଙ୍କ ଘରୁ ଲୁଟ ହୋଇଥିଲା। ଏ ନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ।

Advertisment

ସୂଚନାଥାଉ କି,  ଅକ୍ଟୋବର ୧୨ରେ ସ୍ଥାନୀୟ ପୁରୁଷୋତ୍ତମପୁରର ଜଣେ ବ୍ୟବସାୟୀଙ୍କ ଘରୁ ଏହି ସୁନା  ଲୁଟ୍ ହୋଇଥିଲା। ଏ ନେଇ ସେ ପୋଲିସରେ ଏତଲା ଦେଇଥିଲେ। 

ଏହି ଘଟଣାର ତଦନ୍ତ ପରେ ୧୦ ଚୋର ଓ ୫ କ୍ରେତାଙ୍କୁ ପୋଲିସ ଗିରଫ କରିବା ସହ ସାଢେ ୬ କେଜି ସୁନା ଜବତ କରିଛି ବୋଲି ସୂଚନା ଦେଇଛନ୍ତି ଡିଆଇଜି ସତ୍ୟବ୍ରତ ଭୋଇ ଭୋଇ।

Advertisment
Advertisment
Advertisment