/odishatv-khabar/media/post_attachments/uploadimage/library/16_9/16_9_0/boy-attack_1626695874.jpg)
boy attack
ବ୍ରହ୍ମପୁର: ପୋଲିସର ନିର୍ଘାତ ମାଡ଼ରେ ଯୁବକଙ୍କ ଦୁଇ ହାତ ଭାଙ୍ଗିଥିବା ନେଇ ଅଭିଯୋଗ କରାଯାଇଛି। ଘଟଣାଟି ଗଂଜାମ ଜିଲ୍ଲା ବଡ଼ଥାନା ଅନ୍ତର୍ଗତ ସୁରେଖା ଦେଇପୁରର। ଯୁବକଙ୍କ ନାଁ ଅଜିତ ସ୍ୱାଇଁ। ଅଜିତ କୌଣସି କାମରେ ନିକଟ ବୁରଦା ଗାଁକୁ ଯାଇଥିଲେ। ସେଠାରୁ ସେ ଫେରୁଥିବାବେଳେ ପୋଲିସ ତାଙ୍କୁ ଅଟକାଇଥିଲେ। ଏହାପରେ ପୋଲିସ ତାଙ୍କୁ ମାଡ ମାରିଛି ବୋଲି ସେ ଅଭିଯୋଗ କରିଛନ୍ତି।
Advertisment
ମାଡ ମାରିବା ପରେ ଅଜିତ୍ଙ୍କୁ ପୋଲିସ ପ୍ରଥମେ ବଡ଼ଗଡ଼ ମେଡିକାଲରେ ଭର୍ତ୍ତି କରିଥିଲା। ସେଠାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)