/odishatv-khabar/media/post_attachments/uploadimage/library/16_9/16_9_0/staff-pcr_1626690077.jpg)
staff pcr
ଭୁବନେଶ୍ୱର : ରାଜଧାନୀରେ ପୁଲିସ ଉପସ୍ଥିତିରେ ଜଣେ ବ୍ୟକ୍ତିଙ୍କୁ ନିର୍ଧୁମ୍ ମାଡ଼ । ଆଉ ଏଥିପାଇଁ କର୍ତ୍ତବ୍ୟରେ ଅବହେଳା ଲାଗି ସସପେଣ୍ଡ ହୋଇଛନ୍ତି ଜଣେ ପିସିଆର୍ ଷ୍ଟାଫ୍ । କାର୍ ପାର୍କିଂକୁ ନେଇ ପ୍ରଥମେ ପାଟିତୁଣ୍ଡ ଏବଂ ପରେ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ ୩ ଦୁର୍ବୃତ୍ତ।
Advertisment
ଆକ୍ରମଣରେ ସାମିଲ ୩ ଜଣ ଯୁବକ ଚିହ୍ନଟ ହୋଇଥିବା ବେଳେ ୨ ଜଣଙ୍କୁ ଗିରଫ କରିଛି ପୁଲିସ। ଘଟଣା ଘଟିଛି ଲକ୍ଷ୍ମୀ ସାଗର ଥାନା ଅଞ୍ଚଳରେ । ଆକ୍ରମଣର ଶିକାର ବ୍ୟକ୍ତି ଜଣଙ୍କ ହେଉଛନ୍ତି ପରବିନ୍ଦର ପାଲ ସିଂହ ଏବଂ ସେ ଭଗବାନ ଟାୱାରର ଟ୍ରେଜର ରହିଛନ୍ତି । ସେପଟେ ଲକ୍ଷ୍ମୀସାଗର ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତନାଘନା ଚଳାଇଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)