/odishatv-khabar/media/post_attachments/uploadimage/library/16_9/16_9_0/bus-accident-11_1626764189.jpg)
bus accident
ଜୟପୁର: ଓଲଟି ପଡ଼ିଲା ଯାତ୍ରୀବାହୀ ବସ୍। କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ୍ ପର୍ଲିଠାରେ ଏକ ଯାତ୍ରୀବାହୀ ବସ୍ ଓଲଟି ପଡ଼ିଛି। ତେବେ ବସ୍ରେ ଥିବା ୪୦ ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
Advertisment
ତେବେ ୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁସାରେ, ବସ୍ଟି ବ୍ରହ୍ମପୁରରୁ ଉମରକୋଟ୍ ଯାଉଥିଲା। ଅନ୍ୟପକ୍ଷରେ, ବସ୍ ଦୁର୍ଘଟଣାଗ୍ରସ୍ତ ହେବାର ପ୍ରକୃତ କାରଣ ଜଣାପଡ଼ିନି।
Advertisment
Advertisment