Advertisment

ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

ପାରାଦୀପ : ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ସମୁଦ୍ର ଭିତରେ ଫଶିଥିବା ସମସ୍ତ ୧୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଗତ ୨୦ ତାରିଖରୁ ଏମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ଭିତରେ ଫସିରହିଥିଲେ । ତାଙ୍କ ସହ ୨ଟି ବୋଟ୍ ମଧ୍ୟ ଫସିଯାଇଥିଲା । ତେବେ କୂଳକୁ ଫେରିଅାସିଥିବା ଅନ୍ୟ ମତ୍ସଜୀବୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଠାରୁ ସୂଚନା […]

author-image
Otv Khabar Bureau
ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବରେ ଫସିଥିବା ମତ୍ସ୍ୟଜୀବୀ ଉଦ୍ଧାର

fidher-man

ପାରାଦୀପ : ଘୂର୍ଣ୍ଣିଝଡ଼ ‘ଡାଏ’ର ପ୍ରଭାବ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ସମୁଦ୍ର ଭିତରେ ଫଶିଥିବା ସମସ୍ତ ୧୪ ଜଣ ମତ୍ସଜୀବୀଙ୍କୁ ଉଦ୍ଧାର କରାଯାଇଛି। ଭାରତୀୟ ତଟ୍ଟରକ୍ଷୀ ବାହିନୀ ପକ୍ଷରୁ ଏମାନଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି ।

Advertisment

publive-imageଗତ ୨୦ ତାରିଖରୁ ଏମାନେ ପାରାଦୀପ ଉପକୂଳରୁ ଗଭୀର ସମୁଦ୍ର ଭିତରେ ଫସିରହିଥିଲେ । ତାଙ୍କ ସହ ୨ଟି ବୋଟ୍ ମଧ୍ୟ ଫସିଯାଇଥିଲା । ତେବେ କୂଳକୁ ଫେରିଅାସିଥିବା ଅନ୍ୟ ମତ୍ସଜୀବୀ ଏବଂ ସ୍ଥାନୀୟ ମତ୍ସ୍ୟଜୀବୀ ସଂଘ ଠାରୁ ସୂଚନା ପାଇବା ପରେ ସମୁଦ୍ର ଗର୍ଭକୁ ଯାଇ କୋଷ୍ଟଗାର୍ଡ ସିପ୍ ସୁଜୟ ଦ୍ୱାରା ୨ଟି ବୋଟ୍‌କୁ ଠାବ କରାଯିବା ସହ ସେଥିରେ ଥିବା ୧୪ ଜଣ ମତ୍ସଜୀବୀଙ୍କୁ ଅାଜି ସୁରକ୍ଷିତ ଉଦ୍ଧାର କରାଯାଇଛି ।

ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ଥିବା ଜଣାପଡ଼ିଛି।

Advertisment
Advertisment