/odishatv-khabar/media/post_attachments/uploadimage/library/16_9/16_9_0/high-court_1625143654.jpg)
high-court
କଟକ: ମହିଳା ଥାନାର ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ୩ ଅଧିକାରୀଙ୍କ ନାଁରେ ମାମଲା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଇଆଇସି, ଏସ୍ଆଇ ଓ ଏଏସ୍ଆଇଙ୍କ ନାଁରେ ମାମଲା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପୀଡ଼ିତାଙ୍କ ଅଭିଯୋଗକୁ ଏତଲା ଭାବେ ନେଇ ମାମଲା କରିବାକୁ କହିଛନ୍ତି କୋର୍ଟ।
Advertisment
ଜଣେ ପୀଡ଼ିତା ମହିଳା ଥାନାରେ ଯୌତୁକ ନିର୍ଯାତନା ଅଭିଯୋଗ କରିଥିଲେ। ଅଭିଯୋଗକୁ ଗ୍ରହଣ ନ କରି ଥାନା ଅଧିକାରୀ ଧମକଚମକ ଦେଇଥିବା ଅଭିଯୋଗ କରିଥିଲେ। ଏହାପରେ ପୀଡ଼ିତା ଲାଲବାଗ ଥାନା ଓ ପରେ ହାଇକୋର୍ଟ ଯାଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)