student
Advertisment
କଟକ (ପ୍ରଭାତ ବିଷୋୟୀ): ହୋଲି ଖେଳ ବେଳେ କଟକ ଜିଲ୍ଲାରେ ଏକ ଅଘଟଣ ଘଟି ଯାଇଛି। ସାଙ୍ଗମାନଙ୍କ ସହ ହୋଲି ଖେଳିବା ପରେ ଗୋପାଳପୁର କାଠଯୋଡ଼ି ଘାଟକୁ ଗାଧୋଇବାକୁ ଯାଇ ଜଣେ ୧୫ ବର୍ଷ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ଜଣଙ୍କ ହେଲେ ସତୀଶ ସାହୁ। ଚଳିତବର୍ଷ ସତୀଶ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ।
Advertisment
ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏସ୍ସିବିରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/student-123_1626758599.jpg)