Advertisment

ବଜାରରେ ଲାଗିଗଲା ନିଆଁ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାର ସୋମପୁର ବଜାରରେ ନିଆଁ ଲାଗି ଗୋଟିଏ ଦୋକାନ ସହ ୨ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ଗତକାଲି ରାତି ପ୍ରାୟ ୧୨ଟା ବେଳେ ବୁଲାକି ସାହୁଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ପରେ ଦୋକାନକୁ ଲାଗି ରହିଥିବା ହେଦାୟଦ ଶାହାଙ୍କ ୨ ବଖରା ଘର ପୋଡ଼ି ଯାଇଥିଲା। ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇଥିଲା। ଅଗ୍ନିକାଣ୍ଡର କାରଣ […]

author-image
Sangita Sahu
ବଜାରରେ ଲାଗିଗଲା ନିଆଁ

fire

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ଏରସମାର ସୋମପୁର ବଜାରରେ ନିଆଁ ଲାଗି ଗୋଟିଏ ଦୋକାନ ସହ ୨ ବଖରା ଘର ଜଳି ଯାଇଛି। ଏଥିରେ ଲକ୍ଷାଧିକ ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି।

Advertisment

publive-imageଗତକାଲି ରାତି ପ୍ରାୟ ୧୨ଟା ବେଳେ ବୁଲାକି ସାହୁଙ୍କ ଦୋକାନରେ ନିଆଁ ଲାଗି ଯାଇଥିଲା। ପରେ ପରେ ଦୋକାନକୁ ଲାଗି ରହିଥିବା ହେଦାୟଦ ଶାହାଙ୍କ ୨ ବଖରା ଘର ପୋଡ଼ି ଯାଇଥିଲା। ଦମକଳବାହିନୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ନିଆଁ ଲିଭାଇଥିଲା। ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

Advertisment
Advertisment