Advertisment

ବଜ୍ରାଘାତ ନେଲା ମହିଳାଙ୍କ ଜୀବନ

ଟିଟିଲାଗଡ଼: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ମହିଳାଙ୍କ ଜୀବନ। ଏମିତି ଏକ ଅଘଟଣ ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଭେରୁଆଁଭଟା ଗାଁରେ। ରେବତୀ ସାହୁ ନାମକ ଜଣେ ମହିଳା ନିଜ ୧୩ ବର୍ଷର ପୁଅ ସହ ମଧ୍ୟାହ୍ନ ୫ଟା ବେଳେ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରଘାତ ମାରିଥିଲା। ଯେଉଁଥିରେ ମହିଳା ଜଣକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଭୀମସେନ ସାହୁ ଗୁରୁତର ଆହତ ହୋଇଛନ୍ତି। ପୁଅ ଭୀମସେନକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି […]

author-image
Ranjeet Kumar Jena
ବଜ୍ରାଘାତ ନେଲା ମହିଳାଙ୍କ ଜୀବନ

lighting

ଟିଟିଲାଗଡ଼: ଆକାଶରୁ ଖସିଲା ମୃତ୍ୟୁ। ନେଇଗଲା ମହିଳାଙ୍କ ଜୀବନ। ଏମିତି ଏକ ଅଘଟଣ ଘଟିଛି ସଇଁତଳା ଥାନା ଅନ୍ତର୍ଗତ ଭେରୁଆଁଭଟା ଗାଁରେ। ରେବତୀ ସାହୁ ନାମକ ଜଣେ ମହିଳା ନିଜ ୧୩ ବର୍ଷର ପୁଅ ସହ ମଧ୍ୟାହ୍ନ ୫ଟା ବେଳେ ଚାଷ ଜମିରେ କାମ କରୁଥିବା ବେଳେ ହଠାତ୍ ବଜ୍ରଘାତ ମାରିଥିଲା।

Advertisment

ଯେଉଁଥିରେ ମହିଳା ଜଣକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ପୁଅ ଭୀମସେନ ସାହୁ ଗୁରୁତର ଆହତ ହୋଇଛନ୍ତି। ପୁଅ ଭୀମସେନକୁ ସଇଁତଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ତା'ର ଚିକିତ୍ସା ଚାଲିଛି।

Advertisment
Advertisment