Advertisment

ସୀତାକୁଣ୍ଡରେ ବୁଡ଼ି ଯୁବକ ମୃତ

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)। ଆଜି ବାଲେଶ୍ୱର ଜିଲ୍ଲା ବିବେକାନନ୍ଦ ମାର୍ଗ ଅଞ୍ଚଳର ୪ ଜଣ ଯୁବକ ବଣ ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ତେବେ ଗାଧୋଇବା ବେଳେ ଅକ୍ଷୟ ପାଣିରେ ବୁଡ଼ି ଯାଇଥିଲେ। ଅକ୍ଷୟଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। […]

ସୀତାକୁଣ୍ଡରେ ବୁଡ଼ି ଯୁବକ ମୃତ

death

Advertisment

ବାରିପଦା (ମାଣିକଲାଲ୍ ପାଣି): ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ସୀତାକୁଣ୍ଡ ଜଳପ୍ରପାତରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଅକ୍ଷୟ ଶର୍ମା (୨୨)।

Advertisment

ଆଜି ବାଲେଶ୍ୱର ଜିଲ୍ଲା ବିବେକାନନ୍ଦ ମାର୍ଗ ଅଞ୍ଚଳର ୪ ଜଣ ଯୁବକ ବଣ ଭୋଜି କରିବାକୁ ସୀତାକୁଣ୍ଡ ଆସିଥିଲେ। ତେବେ ଗାଧୋଇବା ବେଳେ ଅକ୍ଷୟ ପାଣିରେ ବୁଡ଼ି ଯାଇଥିଲେ। ଅକ୍ଷୟଙ୍କୁ ସଙ୍ଗେ ସଙ୍ଗେ ବାରିପଦା ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ