Advertisment

ଗୁଳିମାଡ଼ରେ ବୃଦ୍ଧ ଗୁରୁତର

ଖୋର୍ଦ୍ଧା: ଗୁଳିମାଡ଼ରେ ବୃଦ୍ଧ ଗୁରୁତର। ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ତେନ୍ତୁଳିମୂଳ ଗାଁରେ। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଯୁଧିଷ୍ଠିର ମହାପାତ୍ର। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି। ଖୋର୍ଦ୍ଧା ଏସ୍‌ଡିପିଓ ଏବଂ ଜଙ୍କିଆ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି।

author-image
Sangita Sahu
ଗୁଳିମାଡ଼ରେ ବୃଦ୍ଧ ଗୁରୁତର

gun-attack

ଖୋର୍ଦ୍ଧା: ଗୁଳିମାଡ଼ରେ ବୃଦ୍ଧ ଗୁରୁତର। ଏହି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ତେନ୍ତୁଳିମୂଳ ଗାଁରେ। ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି ଯୁଧିଷ୍ଠିର ମହାପାତ୍ର। ତାଙ୍କର ଦୁଇ ଗୋଡ଼ରେ ଗୁଳି ବାଜିଛି। ତେଣୁ ତାଙ୍କୁ ଭୁବନେଶ୍ୱର ଏମ୍ସ ସ୍ଥାନାନ୍ତର କରାଯାଇଛି।

Advertisment

ଖୋର୍ଦ୍ଧା ଏସ୍‌ଡିପିଓ ଏବଂ ଜଙ୍କିଆ ଥାନା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରୁଛି।

Advertisment
Advertisment