/odishatv-khabar/media/post_attachments/uploadimage/library/16_9/16_9_0/ojeee_1625143923.jpg)
ojeee
ଭୁବନେଶ୍ୱର: ପ୍ରକାଶ ପାଇଲା ଚଳିତବର୍ଷର OJEE ରେଜଲ୍ଟ। ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀଙ୍କ ଦ୍ୱାରା ଫଳ ପ୍ରକାଶ ପାଇଛି। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ୍ ମିଳିଛି।
କିଏ ହେଲେ ଟପ୍ପର:-
Advertisment
- ବି. ଟେକ୍- ଶୋଭିତ ପଟେଲ
- ଏମ୍.ଟେକ୍- ଶ୍ୟାମସୁନ୍ଦର ପଟେଲ
- MBA- ଶୁଭକାନ୍ତ ସାହୁ
- MCA- ଜୟଦୀପ ଦେ
- ବି ଫାର୍ମ- ସୌମ୍ୟ ରଞ୍ଜନ ରାଉତରାୟ
- ଏମ୍ ଫାର୍ମ- ପରିମିତା ସାହୁ
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)