Advertisment

Odisha to Get AI School Soon: ଓଡ଼ିଶାରେ ଖୁବଶୀଘ୍ର ଖୋଲିବ AI ସ୍କୁଲ୍; ସୂଚନା ଦେଲେ ମୁଖ୍ୟମନ୍ତ୍ରୀ

AI ଦିଗରେ ଓଡ଼ିଶା ଆଗେଇ ଚାଲିଥିବା କହିଲେ ମୁଖ୍ୟମନ୍ତ୍ରୀ। AI କମ୍ପାନୀ ସର୍ଭମ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା। 'ଓଡ଼ିଶାରେ AI ବା କୃତ୍ରିମ ବୃଦ୍ଧିମତା ସ୍କୁଲ୍ ଖୋଲିବା ନେଇ ଖୁବ୍ ଶୀଘ୍ର ହେବ MoU'।

author-image
Pramod Behera
Odisha to Get AI School Soon

ଓଡ଼ିଶାରେ ଖୁବଶୀଘ୍ର ଖୋଲିବ AI ସ୍କୁଲ୍ Photograph: (OTV)

ଓଡ଼ିଶାରେ ଖୁବଶୀଘ୍ର ଖୋଲିବ AI ସ୍କୁଲ୍। ଏଥିପାଇଁ ସରକାର ଏମଓୟୁ କରିବାକୁ ଯାଉଛନ୍ତି । ସୁରକ୍ଷିତ, କୃତ୍ରିମ ବୃଦ୍ଧିମତା ଇକୋସିଷ୍ଟମ ଗଠନ ପାଇଁ ରାଜ୍ୟ ସରକାର ପ୍ରୟାସ ଜାରି ରଖିଛନ୍ତି। ଗତକାଲି AI କମ୍ପାନୀ ସର୍ଭମ ସହ ଉଚ୍ଚସ୍ତରୀୟ ବୈଠକରେ ରଣନୈତିକ ଭାଗିଦାରୀ ନେଇ ଆଲୋଚନା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି ।

Advertisment

  • AI ଦିଗରେ ଓଡ଼ିଶା ଆଗେଇ ଚାଲିଥିବା କହିଲେ ମୁଖ୍ୟମନ୍ତ୍ରୀ
  • AI କମ୍ପାନୀ ସର୍ଭମ ସହ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା
  • 'ଓଡ଼ିଶାରେ AI ବା କୃତ୍ରିମ ବୃଦ୍ଧିମତା ସ୍କୁଲ୍ ଖୋଲିବା ନେଇ ଖୁବ୍ ଶୀଘ୍ର ହେବ MoU'
  • 'ସୁରକ୍ଷିତ, କୃତ୍ରିମ ବୃଦ୍ଧିମତା ଇକୋସିଷ୍ଟମ ପାଇଁ ସରକାରଙ୍କ ପ୍ରୟାସ'
Mohan Majhi AI Odisha News
Advertisment
Advertisment