Advertisment

କେତେ ଫି କମେଇବ କୁହ: ହାଇକୋର୍ଟ

କଟକ: ଘରୋଇ ସ୍କୁଲ୍ ଫି ହ୍ରାସ ଆବେଦନ ମାମଲାରେ ହାଇକୋର୍ଟଙ୍କ ଶୁଣାଣି ସ୍କୁଲ ଫି କେତେ ହ୍ରାସ କରାଯାଇପାରିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଘରୋଇ ସ୍କୁଲ୍ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଇଥିଲେ ରାଜ୍ୟ ସରକାର। କେତେ ପରିମାଣର ଫିବୃଦ୍ଧି କରାଯିବ […]

author-image
Chandan Shishu
କେତେ ଫି କମେଇବ କୁହ: ହାଇକୋର୍ଟ

high-court

କଟକ: ଘରୋଇ ସ୍କୁଲ୍ ଫି ହ୍ରାସ ଆବେଦନ ମାମଲାରେ ହାଇକୋର୍ଟଙ୍କ ଶୁଣାଣି ସ୍କୁଲ ଫି କେତେ ହ୍ରାସ କରାଯାଇପାରିବ, ସେନେଇ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

Advertisment

ଆସନ୍ତା ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ଘରୋଇ ସ୍କୁଲ୍ ଗୁଡ଼ିକର ଫି ବୃଦ୍ଧି ପ୍ରସଙ୍ଗରେ ନିଜେ ହାତ ଟେକିଦେଇ ଅଦାଲତ ଭରସାରେ ଛାଡ଼ିଦେଇଥିଲେ ରାଜ୍ୟ ସରକାର।

କେତେ ପରିମାଣର ଫିବୃଦ୍ଧି କରାଯିବ ସେନେଇ ଓଡ଼ିଶା ଏଜୁକେସନ ଆକ୍ଟରେ କୌଣସି ବ୍ୟବସ୍ଥା ନାହିଁ ବୋଲି ରାଜ୍ୟ ସରକାର ହାଇକୋର୍ଟଙ୍କୁ ପୂର୍ବରୁ ଜଣାଇଥିଲେ। ଫି ବୃଦ୍ଧି ପ୍ରସଙ୍ଗରେ ନିଜ ଆଡୁ ଅଦାଲତ ନିଷ୍ପତ୍ତି ନିଅନ୍ତୁ ବୋଲି ସରକାରଙ୍କ ପକ୍ଷରୁ କୁହଯାଇଥିଲା।

Advertisment
Advertisment
Advertisment