/odishatv-khabar/media/post_attachments/uploadimage/library/16_9/16_9_0/covid-1_1625307033.jpg)
covid
ଭୁବନେଶ୍ୱର: ରାଜ୍ୟରେ ଆଜି ୧୧ଜଣଙ୍କର କରୋନାଜନିତ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୨୧ରେ ପହଞ୍ଚିଛି। ଏ ନେଇ ସ୍ୱାସ୍ଥ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।
Advertisment
https://twitter.com/HFWOdisha/status/1308286507015237632?s=20
ଆଜି ରାଜ୍ୟରେ ବାଲେଶ୍ୱର, ବଲାଙ୍ଗିର, ଗଞ୍ଜାମରୁ ଏବଂ ମାଲକାନଗିରିର ଦୁଇଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ୱର, ପୁରୀ, ଭଦ୍ରକରୁ ଜଣେ ଲେଖାଏଙ୍କର କରୋନା ଜନିତ ମୃତ୍ୟୁ ହୋଇଛି। ରାଜ୍ୟରେ କରୋନା ମୃତ୍ୟୁ ମାମଲାରେ ଗଞ୍ଜାମ ଆଗରେ ରହିଛି।
ଗଞ୍ଜାମରେ ୨୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାରେ ୧୦୬, ପୁରୀରେ ୩୮, ବାଲେଶ୍ୱରରେ ୧୯, ଭଦ୍ରକରେ ୧୨, ବଲାଙ୍ଗିରରେ ୧୭, ମାଲକାନଗିରିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)