Advertisment

ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ  ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଲିସ୍‌ ମହାନିର୍ଦ୍ଦେଶକ ଆର୍. ପି. ଶର୍ମା ସମୀକ୍ଷା କରିଥିଲେ।  ଏଥିରେ ରାଜ୍ୟର ବରିଷ୍ଠ ପୁଲିସ୍‌ ଅଧିକାରୀ ଏବଂ ସମସ୍ତ ଏସ୍‌ପିଙ୍କ ସହ ଲୋଚନା କରିଥିଲେ। ବୈଠକରେ ନିର୍ବାଚନ ସମ୍ପର୍କିତ ଟିକିନିକି ଆଲୋଚନା କରାଯାଇଥିଲା। ପ୍ରତି ଜିଲ୍ଲାରେ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରିବା […]

ନିର୍ବାଚନ ନେଇ ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ

police

Advertisment

ଭୁବନେଶ୍ୱର: ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ  ଓଡ଼ିଶା ପୁଲିସ୍‌ର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

Advertisment

କଟକ ସ୍ଥିତ ପୁଲିସ୍‌ ମୁଖ୍ୟାଳୟରେ ନିର୍ବାଚନ ପ୍ରସ୍ତୁତିକୁ ନେଇ ପୁଲିସ୍‌ ମହାନିର୍ଦ୍ଦେଶକ ଆର୍. ପି. ଶର୍ମା ସମୀକ୍ଷା କରିଥିଲେ।  ଏଥିରେ ରାଜ୍ୟର ବରିଷ୍ଠ ପୁଲିସ୍‌ ଅଧିକାରୀ ଏବଂ ସମସ୍ତ ଏସ୍‌ପିଙ୍କ ସହ ଲୋଚନା କରିଥିଲେ।

ବୈଠକରେ ନିର୍ବାଚନ ସମ୍ପର୍କିତ ଟିକିନିକି ଆଲୋଚନା କରାଯାଇଥିଲା। ପ୍ରତି ଜିଲ୍ଲାରେ ନିର୍ବାଚନ ଆଚରଣବିଧି କଡ଼ାକଡ଼ି ଭାବେ ଲାଗୁ କରିବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ସୋଶାଲ ମିଡିଆ ଉପରେ ବିଶେଷ ଗୁରୁତ୍ୱ ଦେବା ପାଇଁ ସମସ୍ତ ଏସ୍‌ପି ଏବଂ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ କୁହାଯାଇଛି। ୨୪ ଘଣ୍ଟିଆ ପୁଲିସ୍‌ କୋଣ୍ଟ୍ରୋଲ ରୁମ୍ ଖୋଲା ରଖିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ନିର୍ବାଚନକୁ କିଭଳି ଶାନ୍ତିପୂର୍ଣ୍ଣ ଭାବେ ଶେଷ କରାଯିବ ସେ ନେଇ ପୁଲିସ୍‌ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ